ETV Bharat / bharat

ବିଜ୍ଞାପନ କରିବେନି ହେମା ମାଳିନୀ ! - ଲକ୍ଷ୍ନୌ

ହେମାଙ୍କ ବିଜ୍ଞାପନ ଉପରେ ରୋକ । ମାଗଣାରେ ହେଉଛି ନିର୍ବାଚନୀ ପ୍ରଚାର । ବନ୍ଦ ହେବା ନେଇ ଅଭିଯୋଗ ଆଣିଲା ରାଷ୍ଟ୍ରୀୟ ଲୋକ ଦଳ ।

ଫାଇଲ ଫଟୋ
author img

By

Published : Apr 6, 2019, 1:22 PM IST

ଲକ୍ଷ୍ନୌ: ନିର୍ବାଚନ ସରିବା ପର୍ଯ୍ୟନ୍ତ ବିଜ୍ଞାପନ କରିପାରିବେନି ହେମାମାଳିନୀ । ମଥୁରାରୁ ବିଜେପି ପ୍ରାର୍ଥିନୀ ଭାବେ ଛିଡା ହୋଇଛନ୍ତି ଅଭିନେତ୍ରୀ ହେମା । ତେବେ ତାଙ୍କ ବିଜ୍ଞାପନ ବାଜିବା ଦ୍ବାରା ଭୋଟର ପ୍ରଭାବିତ ହେଉଥିବା ଅଭିଯୋଗ ଆଣିଛି ରାଷ୍ଟ୍ରୀୟ ଲୋକ ଦଳ ବା ରାଲୋଦ ।

ଲୋକସଭା ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ଟେଲିଭିଜନ, ଖବରକାଗଜ ଓ ପତ୍ରିକାରେ ହେମା ମାଳିନୀଙ୍କ ବିଜ୍ଞାପନ ବନ୍ଦ କରିବା ପାଇଁ ଦାବି କରିଛି ରୋଲୋଦ । ସେ ଅଭିଯୋଗ ଆଣିଛି ଯେ, ତାଙ୍କ ବିଜ୍ଞାପନ ବାଜିବା ଦ୍ବାରା ମାଗଣାରେ ତାଙ୍କର ନିର୍ବାଚନୀ ପ୍ରଚାର ହେଉଛି ଯେଉଁଥିରେ ଭୋଟର ମାନେ ପ୍ରଭାବିତ ହେଉଛନ୍ତି । ତେଣୁ ଏହାକୁ ବନ୍ଦ କରିବା ପାଇଁ ସେ ନିର୍ବାଚନ ଆୟୋଗଙ୍କ ଆଗରେ ଫେରାଦ ହୋଇଛି ।

ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏଲ. ଭେଙ୍କଟେଶ୍ବର ଲୁ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି ଉପ-ମୁଖ୍ୟନିର୍ବାଚନ ଅଧିକାରୀ ବ୍ରହ୍ମଦେବ ପୁଜାରୀ ।

https://www.amarujala.com/lucknow/hema-malini-s-advertisement-will-be-banned-on-tv

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.