ETV Bharat / bharat

ଭୋଟ ପାଇଁ ଡ୍ରିମଗାର୍ଲ ଧରିଲେ ଦା'

ନେତାଙ୍କୁ ଭରସା ଜନତା। ଭୋଟ ହାତେଇବା ପାଇଁ ମଥୁରାରେ ଦା' ଧରିଲେ ଡ୍ରିମଗାର୍ଲ ହେମା ମାଳିନୀ।

author img

By

Published : Apr 1, 2019, 9:23 AM IST

ଫଟୋ ସୌଜନ୍ୟ: ଏଏନ୍‌ଆଇ

ମଥୁରା: ପାଖେଇ ଆସିଲାଣି ନିର୍ବାଚନ। ଆଉ ଭୋଟରଙ୍କୁ ଆକୃଷ୍ଟ କରିବାକୁ ନେତା କରୁଛନ୍ତି ପ୍ରୟାସ। କିନ୍ତୁ ଡ୍ରିମଗାର୍ଲ ହେମା ମାଳିନୀ ତାଙ୍କ କ୍ୟାମ୍ପେନିଂ ପାଇଁ ଆପଣାଇଛନ୍ତି ଏକ ଅଭିନବ ଉପାୟ। ରବିବାର ସେ ଗୋବର୍ଦ୍ଧନରେ ପ୍ରଚାର ବେଳେ ବିଳାଶପୂର୍ଣ୍ଣ କାର ଛାଡି ଚାଷୀଙ୍କ ସହ ମିଶି ଫସଲ କାଟିଛନ୍ତି।

hema
ଫଟୋ ସୌଜନ୍ୟ: ଏଏନ୍‌ଆଇ

ଉତ୍ତର ପ୍ରଦେଶର ମଥୁରା ଲୋକସଭା ଆସନରୁ ବିଜିପିର ଲୋକସଭା ପ୍ରାର୍ଥୀ ଅଛନ୍ତି ହେମା ମାଳିନୀ। ନିଜ ଅଞ୍ଚଳର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସେ ଯୋରଦାର ପ୍ରୟାସ ଚଳାଇଛନ୍ତି। ସାଂସଦ ହେବାପରେ କେବେ ବିଲ ମାଡିନଥିବା ହେମା ରବିବାର ସିଧା ଗହମ କ୍ଷେତକୁ ଯାଇ ଫସଲ କାଟିଛନ୍ତି। କେବଳ କାଟି ନାହାନ୍ତି, ସେ ତାହାକୁ ବିଡାବାନ୍ଧି ଜଣେ ସାଧାରଣ କୃଷକ ପରି ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

ହେମାଙ୍କ ଏଭଳି କାର୍ଯ୍ୟ ଚାଷୀଙ୍କ ମହଲରେ ଖୁବ ପ୍ରଶଂସା କରାଯାଇଛି। ତେବେ ସେ ନିର୍ବାଚନ ଜିତିଲା ପରେ ଚାଷୀ ସମାଜ ପାଇଁ କିଛି କରିବେ ନା, ଅନ୍ୟମାନଙ୍କ ଭଳି କେବଳ ତାଙ୍କ ପ୍ରତିଶ୍ରୁତି-ପ୍ରତିଶ୍ରୁତିରେ ହିଁ ରହିଯିବ। ପୂର୍ବରୁ କେବେ ହେମାଙ୍କ ଏଭଳି ରୂପ ହେଖାଯାଇ ନାହିଁ। ତେବେ କଣ ସିଏ ନିଜକୁ ଦେଖେଇବା ପାଇଁ ଏପରି କରିଛନ୍ତି ନା ସତରେ କୃଷକ ସମାଜର ବିକାଶ ପାଇଁ କାମ କରିବେ, ତାହା ନିର୍ବାଚନ ସରିଲା ପରେ ଦେଖାଯିବ ।

Intro:Body:

Chandigarh: The State Special Operations Cell (SSOC) on Sunday arrested five "highly radicalised and motivated youth" who were allegedly planning to kill specific targets including Hindu leaders and members of Dera Sacha Sauda.

In a press release, Assistant Inspector General (AIG), SSOC, SAS Nagar Varinder Paul Singh said: "Acting on the direction given by the Director General of Police (DGP), Intelligence, VK Bhawra, the Special Cell on Sunday busted a militant module, which comprises highly radicalised and motivated youth."

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.