ETV Bharat / bharat

ପଙ୍ଗପାଳ ମୁକାବିଲା: ହେଲିକପ୍ଟରରେ ସ୍ପ୍ରେ ହେଲା କିଟନାଶକ

author img

By

Published : Jul 4, 2020, 4:15 PM IST

ସାରା ଦେଶରେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଅପରେସନ ଜାରି ରହିଛି । ଏହା ମଧ୍ୟରେ ପଙ୍ଗପାଳର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଜୈସେଲମରରେ ହେଲିକପ୍ଟର ବ୍ୟବହାର କରି ଚାଷ ଜମିରେ କୀଟନାଶକ ସ୍ପ୍ରେ କରୁଛନ୍ତି ।

_locust swarm
ହେଲିକପ୍ଟର ମାଧ୍ୟମରେ ଚାଲିଛି ପଙ୍ଗପାଳ ନିୟନ୍ତ୍ରଣ

ଜୟପୁର: କୋରୋନା ମହାମାରୀ ସମୟରେ ଦେଶରେ ପଙ୍ଗପାଳ ମୁକାବିଲା ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । ଯାହାଫଳରେ ସାରା ଦେଶରେ ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଅପରେସନ ଜାରି ରହିଛି । ଏହାମଧ୍ୟରେ ପଙ୍ଗପାଳର ନିୟନ୍ତ୍ରଣ କର୍ତ୍ତୃପକ୍ଷ ଜୈସେଲମରରେ ହେଲିକପ୍ଟର ବ୍ୟବହାର କରି ଚାଷ ଜମିରେ କୀଟନାଶକ ସ୍ପ୍ରେ କରୁଛନ୍ତି ।

ପଙ୍ଗପାଳ ମୁକାବିଲା: ହେଲିକପ୍ଟରରେ ସ୍ପ୍ରେ ହେଲା କିଟନାଶକ
ପଙ୍ଗପାଳ ମୁକାବିଲା: ହେଲିକପ୍ଟରରେ ସ୍ପ୍ରେ ହେଲା କିଟନାଶକ

ପଙ୍ଗପାଳ ନିୟନ୍ତ୍ରଣ ଅଧିକାରୀ ଡ. ରାଜେଶ କୁମାର କହିଛନ୍ତି, ହେଲିକପ୍ଟରଟି ସେହି ସ୍ଥାନକୁ ଯାଇଛି ଯେଉଁଠାରେ କୀଟନାଶକ ଲୋଡ୍ ହେବା ପରେ ଏରିଆଲ୍ ସ୍ପ୍ରେ କରାଯିବ । ହେଲିକପ୍ଟରର ବ୍ୟବହାରରେ ଅଧିକ ଅଞ୍ଚଳରେ କମ ସମୟରେ କିଟନାଶକ ସ୍ପେ କରିବାକୁ ସହାୟକ ହେବ । ଆଉ ଏକ ହେଲିକପ୍ଟର ଶନିବାର ମଧ୍ୟ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।

କୃଷି ମନ୍ତ୍ରଣାଳୟ ଅନୁଯାୟୀ, ପଙ୍ଗପାଳ ନିୟନ୍ତ୍ରଣ ସମସ୍ତ ସଂଗଠନ ରାଜସ୍ଥାନ, ହରିୟାଣା ଏବଂ ଉତ୍ତରପ୍ରଦେଶର କୃଷି ବିଭାଗର ଟିମ୍ ଦ୍ବାରା ଟ୍ରାକ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.