ETV Bharat / bharat

ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି, ପାଣି ଘେରରେ ବିଭିନ୍ନ ଅଞ୍ଚଳ

author img

By

Published : Oct 13, 2020, 4:30 PM IST

ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ସ୍ଥିତ କାକିନାଡା ଦେଇ ଗତି କରିଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତ । ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ଅଧିକ ପଢନ୍ତୁ...

ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି, ପାଣି  ଘେରରେ ବିଭିନ୍ନ ଅଞ୍ଚଳ
ଆନ୍ଧ୍ରପ୍ରଦେଶରେ ବନ୍ୟା ସ୍ଥିତି, ପାଣି ଘେରରେ ବିଭିନ୍ନ ଅଞ୍ଚଳ

ଅମରାବତୀ: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଗଭୀର ଅବପାତର ରୂପ ନେଇ ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ସ୍ଥିତ କାକିନାଡା ଦେଇ ଗତି କରିଛି । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ଅନେକ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି ।

ଆନ୍ଧ୍ରପ୍ରଦେଶରେ ସୋମବାର ରାତିରୁ ବର୍ଷା ଲାଗି ରହିଛି । ଏହା ଫଳରେ କୃଷ୍ଣା ଜିଲ୍ଲାର ଅଧିକାଂଶ ଅଞ୍ଚଳ ଏବେ ବନ୍ୟାପାଣି ଘେରରେ । ସେହି ପରି ଭୀମା ନଦୀରେ ଥିବା ସୋନ୍ନା ବ୍ୟାରେଜରେ ମଧ୍ୟ ଜଳ ସ୍ତର ବଢୁଥିବା ଦେଖିବାକୁ ମିଳିଛି ।

ରାଜ୍ୟ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ସୂଚନା ଅନୁଯାୟୀ ଏହି ଲଘୁଚାପ ଗଭୀର ଅବପାତର ରୂପ ନେଲା ପରେ ସକାଳ 7ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଗତିକରିଥିଲା । ହେଲେ ଏବେସୁଦ୍ଧା ମଧ୍ୟ ବର୍ଷା ଜାରି ରହିଛି । ଏହି ବନ୍ୟାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.