ETV Bharat / bharat

ବର୍ଷାରେ ଭାସୁଛି ପଶ୍ଚିମ ଭାରତ, ଜଳବନ୍ଦୀ ଗୁଜୁରାଟ-ମହାରାଷ୍ଟ୍ର

ଗୁଜୁରାଟ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଅନେକ ଅଞ୍ଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 7, 2019, 6:46 PM IST

ଗାନ୍ଧୀନଗର/ମୁମ୍ବାଇ: ଗୁଜୁରାଟ ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଜାରି ରହିଛି । ଏହା ପ୍ରଭାବରେ ଉଭୟ ରାଜ୍ୟରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏହା ସହ ବନ୍ୟା ପରିସ୍ଥିତି ଉପୁଜିଛି ।

gujurat
ଫଟୋ ସୌଜନ୍ୟ: ଏଏନଆଇ

ଗୁଜୁରାଟର ଛୋଟ ଉଦେପୁର ଅଞ୍ଚଳରେ ବିଭିନ୍ନ ରାସ୍ତା ଧୋଇଯାଇଛି । ଏହା ସହ ଭିନ୍ନ ଭିନ୍ନ ସ୍ଥାନରେ ପୋଲବୁଡି ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଏଥି ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ସେହିପରି ମହାରାଷ୍ଟ୍ରର କୋଙ୍କଣ ଉପକୂଳରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବିଦର୍ଭ, ମାରାଥୱାଡା ଓ ମଧ୍ୟ ମହାରାଷ୍ଟ୍ରରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.