ETV Bharat / bharat

ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ - new delhi news

ଉତ୍ତର ପଶ୍ଚିମ ଦିଲ୍ଲୀରେ ଥିବା ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏହା ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଜୋତା ତଆରି ଚାଲିଥିଲା ବେଳେ ନିଆଁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା 30ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି।

heavy-fire-breaks-in-lawrence-road-shoe-factory-in-western-delhi
ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନୀକାଣ୍ଡ
author img

By

Published : Jan 14, 2020, 3:33 PM IST

ନୂଆଦିଲ୍ଲୀ: ଉତ୍ତର ପଶ୍ଚିମ ଦିଲ୍ଲୀରେ ଥିବା ଲରେନ୍ସ ଚପଲ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି। ଏହା ଯୋଗୁଁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି। ଦ୍ବିତୀୟ ମହଲାରେ ଜୋତା ତିଆରି ଚାଲିଥିଲା ବେଳେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ 30 ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି।

ବିଲଡିଂର ଦ୍ବିତୀୟ ମହଲାରେ ନିଆଁ ଲାଗିଥିଲା। ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା କୁହାଯାଉଛି। ଧିରେ ଧିରେ ନିଆଁ ଚାରିଆଡେ ବ୍ୟାପିଯାଇଥିଲା। ନିଆଁ ଲାଗିବା ପୂର୍ବରୁ ସେଠାରେ କାମ କରୁଥିବା ଲୋକଙ୍କୁ ବାହାର କରାଯାଇଥିଲା। ହେଲେ ନିଆଁର ପରିମାଣ ଏତେ ଥିଲା ଯେ ସମସ୍ତ ଉପର ଦ୍ୱିତୀୟ ମହଲାକୁ ମଧ୍ୟ ନିଆଁ ବ୍ୟାପି ଯାଇଥିଲା। ସଙ୍ଗେ ସଙ୍ଗେ ଦମକଳ ବିଭାଗକୁ ଏ ଘଟଣାର ବାବଦରେ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ। ଏଥିପାଇଁ ବିଭାଗର 30 ଟି ଗାଡି ନିୟୋଜିତ କରାଯାଇଥିଲା।

Intro:Northwest delhi,
location.. Lawrence road..
Story...उत्तरी पश्चिमी दिल्ली के लॉरेंस रोड इलाके में बनी जूता फैक्ट्री में लगी आग । आग में जलकर लाखों का माल खाक, समय रहते मजदूर बाहर निकले । बिल्डिंग की दूसरी मंजिल में चल रही थी जूते बनाने की फैक्ट्री । दमकल की 30 से ज्यादा गाड़िया आग बुझाने में जुटी ।

Body:आग इमारत की दूसरी मंजिल में लगी । जिसमे में जूता बनाने की फैक्ट्री चल रही थी । बताया जा रहा है कि शार्ट सर्किट की वजह से आग लगी और धीरे-धीरे आग ने फ्लोर को अपनी चपेट में ले लिया । गनीमत रही कि उस समय फैक्टरी में ज्यादा मजदूर नहीं थे । सभी समय रहते बाहर निकाल दिए गए । लेकिन आग के धुंए व लपटों ने ऊपर की दोनों मंजिलों को अपनी चपेट में ले लिया ।

आग लगने की सूचना दमकल विभाग को करीब 9:45 बजे दी गई । जिसके तुरंत बाद ही मौके पर दमकल की कई गाड़ियां पहुंची । घंटों की कड़ी मशक्कत के बाद भी आग पर काबू नहीं पाया जा सका है । फिलहाल आग बुझाने के लिए दमकल की 30 से ज्यादा गाड़ियां मौके पर कड़ी मशक्कत कर रही है ।

Conclusion:जिस तरह से दिल्ली में लगातार आग लगने की घटनाएं सामने आ रही है यह शासन और प्रशासन पर कई बड़े सवालों के घेरे में खड़ा करता है । क्या फैक्टरी सभी मानकों के अनुसार काम कर रही थी । यदि इस हादसा में किसी की जान जाती तो उसके लिए कौनसा विभाग जिम्मेदार होता ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.