ETV Bharat / bharat

ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀଙ୍କ କ୍ୟୁରେଟିଭ ପିଟିସନ୍‌ ଉପରେ ଶୁଣାଣି ଆଜି - nirbhaya convicts in supreme court today

ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ଦୋଷୀଙ୍କ କ୍ୟୁରେଟିଭ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ଅଧିକ ପଢନ୍ତୁ...

hearing on curative petition of nirbhaya convicts
ଡିଜାଇନ ଫଟୋ
author img

By

Published : Jan 14, 2020, 8:57 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ହତ୍ୟା ମାମଲାରେ ଦୋଷୀଙ୍କ କ୍ୟୁରେଟିଭ ଆବେଦନ ଉପରେ ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ବିଚାରପତି ଏନ.ଭି.ରମନା, ଅରୁଣା ମିଶ୍ରା, ରୋହିଟନ ଫଲି ନରିମନ, ଆର. ଭାନୁମତୀ ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିବେ।

ଫାଶୀ ଦଣ୍ଡ ପାଇଥିବା ୪ ଜଣଙ୍କ ମଧ୍ୟରୁ ଦୁଇ ଜଣ କ୍ୟୁରେଟିଭ ପିଟିସନ୍ ଦାଖଲ କରିଛନ୍ତି। ଦୋଷୀ ବିନୟ ଶର୍ମା ଓ ମୁକେଶଙ୍କ ଦ୍ବାରା କରାଯାଇଥିବା ଆବେଦନର ଶୁଣାଣି କରିବେ ପାଞ୍ଚ ଜଣିଆ ଖଣ୍ଡପୀଠ। ଖୋଲା ଅଦାଲତରେ ଶୁଣାଣି ନହେଇ ଜଜ୍ଙ୍କ ଚାମ୍ବରରେ ମଙ୍ଗଳବାର ଦ୍ବିପ୍ରହର 2ଟା ସମୟରେ ଏହି ଶୁଣାଣି ହେବ।

ଜଷ୍ଟିସ ଭାନୁମତୀ ଓ ଜଷ୍ଟିସ ଭୂଷଣଙ୍କ ଗଠିତ ଖଣ୍ଡପୀଠ ଦୋଷୀଙ୍କ ପୁର୍ନବିଚାର ଯାଚିକାକୁ 18 ଡିସେମ୍ବରରେ ଖାରିଜ କରିଥିଲେ। ପରେ ପଟିଆଲା ହାଉସ କୋର୍ଟ ଅତିରିକ୍ତ ସେସନ୍ସ ଜଜ୍ ସତୀଶ କୁମାର ଅରୋରା ଦୋଷୀଙ୍କ ଡେଥ ୱାରେଣ୍ଟ ଜାରି କରିଥିଲେ। ଏହାପରେ ୪ ଜଣଙ୍କ ଫାଶୀ ଦଣ୍ଡାଦେଶଙ୍କ ମଧ୍ୟରୁ ୨ ଜଣ ଦୋଷୀ ମୁକେଶ ଏବଂ ବିନୟ କୁମାର କ୍ୟୁରେଟିଭ ପିଟିସନ ଦାଖଲ କରିଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.