ETV Bharat / bharat

ୟୁପି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ କୋରୋନା ରିପୋର୍ଟ ନେଗେଟିଭ୍

author img

By

Published : Mar 21, 2020, 2:14 PM IST

କଣ୍ଠଶିଳ୍ପୀ କନିକା କପୁରଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଆଇସୋଲେସନରେ ରହିଥିଲେ ଯୁପି ସ୍ବାସ୍ଥ୍ୟମନ୍ତ୍ରୀ । ତାଙ୍କ ରକ୍ତ ନମୁନା ପରୀକ୍ଷା କରାଯିବା ପରେ ନେଗେଟିଭ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

Health Minister
Health Minister

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସ୍ବାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂ ଙ୍କ ରକ୍ତ ନମୁନା ପରୀକ୍ଷା ପରେ ପ୍ରକାଶ ପାଇଛି ରିପୋର୍ଟ । ଯେଉଁଥିରେ ତାଙ୍କ ରିପୋର୍ଟ ନେଗେଟିଭ ରହିଥିବା କହିଛନ୍ତି ଡ଼ାକ୍ତର ସୁଧୀର ସିଂ ।

କଣ୍ଠଶିଳ୍ପୀ କନିକା କପୁରଙ୍କ ସହ ଏକ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ ଜୟ ପ୍ରତାପ । ତେଣୁ ତାଙ୍କୁ ଆଇସୋଲେସନରେ ରଖାଯିବା ସହ ତାଙ୍କର ନମୁନା ପରୀକ୍ଷା କରାଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.