ETV Bharat / bharat

ହଜରତ ନିଜ୍ଜାମୁଦ୍ଦିନକୁ ‘ହଟସ୍ପଟ' ଘୋଷଣା କଲା କେନ୍ଦ୍ର

ହଜରତ ନିଜ୍ଜାମୁଦ୍ଦିନକୁ 'ହଟସ୍ପଟ' ଘୋଷଣା କଲା କେନ୍ଦ୍ର । କୋରୋନା ଭାଇରସ ସଂକ୍ରମଣ ବ୍ୟାପୁଥିବା ନେଇ କରାଗଲା ଘୋଷଣା । ଅଧିକ ପଢନ୍ତୁ...

Hazrat nizzamuddin declared Hotspot by centre
ହଜରତ ନିଜ୍ଜାମୁଦ୍ଦିନକୁ'ହଟସ୍ପଟ' ଘୋଷଣା କଲା କେନ୍ଦ୍ର
author img

By

Published : Apr 1, 2020, 10:34 AM IST

ନୂଆଦିଲ୍ଲୀ:ହଜରତ ନିଜ୍ଜାମୁଦ୍ଦିନକୁ ହଟସ୍ପଟ ଘୋଷଣା କଲା କେନ୍ଦ୍ର । ଧାର୍ମିକ ସମ୍ମିଳନୀ ପରେ କୋରୋନା କାୟାକୁ ପ୍ରତି ରାଜ୍ୟରେ ବିସ୍ତାର କରିବାରେ ସହାୟକ ହୋଇଥିଲା ଏହି ସ୍ଥାନ । ପ୍ରାୟ 3ଶହରୁ ଊର୍ଦ୍ଧ୍ବ ଲୋକ କୋରୋନାର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ସମ୍ମିଳନୀ ହେଉଥିବା ସାଉଥ ଦିଲ୍ଲୀର ଏହି ସ୍ଥାନକୁ କୋରୋନା ହଟସ୍ପଟ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର।

ମାର୍ଚ୍ଚ 28 ତାରିଖରେ ଏଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ସ୍କ୍ରିନିଂ ଏବଂ କ୍ବାରେଣ୍ଚାଇନ ନେଇ ଗୃହ ମନ୍ତ୍ରଣାଳୟ ପ୍ରତି ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । ଏହାପରେ ରାଜ୍ୟର ପୋଲିସ ପ୍ରଶାସନକୁ ମଧ୍ୟ ଲୋକଙ୍କୁ ଟ୍ରାକ କରିବା ନେଇ ନିର୍ଦ୍ଦେଶ ଦିଆଯାଇଥିଲା ।

ବର୍ତ୍ତମାନ ସୁଦ୍ଧା 91 ଲୋକଙ୍କ ସ୍କ୍ରିନିଂ କରାଯାଇଛି ।ସେମାନଙ୍କ ମଧ୍ୟରୁ 50 ଜଣ ତାମିଲନାଡୁର ଥିବା ଜଣାପଡିଛି । ଏହାସହ ଉତ୍ତର ପ୍ରଦେଶ, ଆସାମ, ରାଜସ୍ଥାନ,ମଧ୍ୟପ୍ରଦେଶ ତେଲେଙ୍ଗାନା ଏବଂ ଓଡିଶାର କିଛି ଲୋକ ରହିଛନ୍ତି ।

For All Latest Updates

TAGGED:

delhi corona
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.