ETV Bharat / bharat

ଯୋଗୀ ସରକାରଙ୍କୁ ବଦନାମ ପାଇଁ ଷଡଯନ୍ତ୍ର କରୁଛି ଇସଲାମିକ ସୁରକ୍ଷା ଏଜେନ୍ସି ! - ହାଥରସ ଦୁଷ୍କର୍ମ ଘଟଣା

ହାଥରସ ଘଟଣାକୁ ଆଧାର କରି ଇସଲାମିକ ସୁରକ୍ଷା ଏଜେନ୍ସି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି।

ଯୋଗୀ ସରକାରଙ୍କୁ ବଦନାମ ପାଇଁ ଷଡଯନ୍ତ୍ର କରୁଛି ସୁରକ୍ଷା ଏଜେନ୍ସି

author img

By

Published : Oct 5, 2020, 2:45 PM IST

ଲକ୍ଷ୍ନୌ: ଯୋଗୀ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି ଇସଲାମିକ ସୁରକ୍ଷା ଏଜେନ୍ସି । ହାଥରସ ଘଟଣାକୁ ଆଧାର କରି ଏକ ଇସଲାମିକ ସୁରକ୍ଷା ଏଜେନ୍ସି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରୁଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏଜେନ୍ସି ଏକ Justiceforhathrasvictim.carrd.co ୱେବସାଇଟ୍ ଖୋଲିଛି । ଯାହା କିପରି ସୁରକ୍ଷିତ ରୂପେ ବିରୋଧ ପ୍ରଦର୍ଶନ ଏବଂ ପୋଲିସ ମାଡରୁ ବର୍ତ୍ତିବେ ସେନେଇ ସୂଚନା ଯୋଗାଉଥିଲା ।

ୟୁପିର ସରକାରୀ ସୂତ୍ର ଅନୁଯାୟୀ, ୱେବସାଇଟକୁ ଇସଲାମ ଦେଶରୁ ବହୁ ଅର୍ଥ ମିଳିଥିଲା ​​ଏବଂ ଏମନେଷ୍ଟ ଇଣ୍ଟରନ୍ୟାସନାଲ ସହିତ ସେମାନଙ୍କର ଲିଙ୍କ ମଧ୍ୟ ଯାଞ୍ଚ କରାଯାଉଛି।

ପ୍ରକାଶ ଥାଉକି, ଅକ୍ଟୋବର ୨ରେ ୟୁପି ସରକାର ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି । ତେବେ ଗତ ସେପ୍ଟେମ୍ବର 29ରେ ହାଥରସ ଦୁଷ୍କର୍ମ ପିଡିତା ଦିଲ୍ଲୀର ସଫଦରଜଙ୍ଗ ମେଡିକାଲରେ ମୃତ୍ୟୁବରଣ କରିଥିଲେ । ଏହ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.