ETV Bharat / bharat

ବେସରକାରୀ ଚାକିରିରେ 75 ସଂରକ୍ଷଣ ବିଲ ଆଣିବେ ହରିୟାଣା ସରକାର - ହରିୟାଣା ସରକାର

ଆଗାମୀ ବିଧାନସଭା ଅଧିବେଶନରେ ବେସରକାରୀ କ୍ଷେତ୍ରର ଚାକିରିରେ 75 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବିଲ ଆଗତ କରିବେ ଖଟ୍ଟର ସରକାର । ଅଧିକ ପଢନ୍ତୁ...

ବେସରକାରୀ ଚାକିରିରେ 75 ସଂରକ୍ଷଣ ବିଲ ଆଣିବେ ହରିୟାଣା ସରକାର

author img

By

Published : Aug 21, 2020, 10:18 PM IST

ଚଣ୍ଡିଗଡ: ହରିୟାଣାର ଯୁବକମାନଙ୍କୁ ବେସରକାରୀ କ୍ଷେତ୍ରର ଚାକିରିରେ 75 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଆଗାମୀ ବିଧାନସଭା ଅଧିବେଶନରେ ଏକ ବିଲ ଆଗତ କରିବେ ଖଟ୍ଟର ସରକାର ।

ରାଷ୍ଟ୍ରପତିଙ୍କ ବିଚାର ପାଇଁ ନିକଟରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ଯ୍ୟ ହରିୟାଣା ସରକାର ଅନୁମୋଦନ କରିଥିବା ଅଧ୍ୟାଦେଶକୁ ପଠାଇଥିବା ଜଣେ ଅଧିକାରୀ କହିଛନ୍ତି।

ବେସରକାରୀ କ୍ଷେତ୍ରର ଚାକିରିରେ 75 ପ୍ରତିଶତ ସଂରକ୍ଷଣ ପ୍ରସ୍ତାବ ଏବଂ ରାଜ୍ୟ ପଞ୍ଚାୟତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ 50 ପ୍ରତିଶତ ସିଟ ସଂରକ୍ଷଣ ପ୍ରସ୍ତାବ ହରିୟାଣା ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଉପସ୍ଥାପିତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା ଶୁକ୍ରବାର ସୂଚନା ଦେଇଛନ୍ତି । ଅଗଷ୍ଟ 26ରେ ହରିୟାଣା ବିଧାନସଭା ଅଧିବେଶନ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.