ETV Bharat / bharat

ସାଇକେଲରେ ଆସି ଭୋଟଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ହରିୟାଣା ଜନତା ଚୟନ କରୁଛନ୍ତି ରାଜ୍ୟର ଆଗାମୀ ସରକାର । ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହୋଇଛନ୍ତି ନେତାଙ୍କ ଠାରୁ ଜନତା ।

author img

By

Published : Oct 21, 2019, 12:05 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ହରିୟାଣା: ଚାଲିଛି ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ। ମୋଟ 90ଟି ଆସନ ପାଇଁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ। ଏହି ଗଣତନ୍ତ୍ରର ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର। ଭୋଟ ଦେବାପାଇଁ କୌଣସି ଗାଡି ପରିବର୍ତ୍ତେ ନିଜ ବାସଭବନରୁ ଏକ ସାଇକେଲ ଯୋଗେ କରନାଲ ସ୍ଥିତ ମତଦାନ କେନ୍ଦ୍ରକୁ ଆସିଛନ୍ତି ସେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭୋଟଦାନ ପରେ ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି। ବିରୋଧୀ ନିର୍ବାଚନ ହାରିସାରିଛନ୍ତି। ତାଙ୍କର କୌଣସି ଅଭିଯୋଗର ମୂଲ୍ୟନାହିଁ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.