ETV Bharat / bharat

ନଡ୍ଡା ସଭାପତି ହେବାପରେ ଶ୍ବଶୁର ଘରେ ଖୁସିର ମାହୋଲ - Happy moments

ଜଗତ ପ୍ରକାଶ ନଡ୍ଡା ବିଶ୍ବର ସର୍ବବୃହତ ରାଜନୈତିକ ଦଳର ଜାତୀୟ ସଭାପତି ହେବାପରେ ତାଙ୍କ ଶ୍ବଶୁର ଘରେ ଖୁସିର ମାହୋଲ । କଣ କହୁଛନ୍ତି ଶାଶୂ, ଓ ଶାଳକ ପଢନ୍ତୁ ସଂପୂର୍ଣ୍ଣ ଖବର...

Happy moments in Nada's father-in-law
Happy moments in Nada's father-in-law
author img

By

Published : Jan 20, 2020, 9:33 PM IST

ଭୋପାଳ: ସୋମବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଦଳର ବରିଷ୍ଠ ନେତା ଜଗତ ପ୍ରକାଶ ନଡ୍ଡା । ନଡ୍ଡାଙ୍କ ଦାୟିତ୍ବ ଗ୍ରହଣ ପରେ ବିଜେପି ନେତା, କର୍ମୀଙ୍କ ବ୍ୟତିତ ନଡ୍ଡାଙ୍କ ଶ୍ବଶୁରଘରେ ମଧ୍ୟ ଖୁସିର ମାହୋଲ । ସଂପ୍ରତି ମଧ୍ୟପ୍ରଦେଶ ଜବଲପୁରରେ ରହୁଛନ୍ତି ନଡ୍ଡାଙ୍କ ଶ୍ବଶୁର ଘର । ସୋମବାର ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ ନଡ୍ଡା ଦଳର ଦାୟିତ୍ବ ଗ୍ରହଣ କରୁଥିବା ବେଳେ ଶ୍ବଶୁର ଘରେ ଚାଲିଥିଲା ଉତ୍ସବ । ପରିବାରର ସମସ୍ତ ସଦସ୍ୟ ବାଣ ଫୁଟାଇବା ସହ ମିଠା ବଣ୍ଟନ କରି ନଡ୍ଡାଙ୍କୁ ଶୁଭେଛା ଜଣାଇଥିଲେ ।

ନଡ୍ଡା ସଭାପତି ହେବାପରେ ଶ୍ବଶୁର ଘରେ ଖୁସିର ମାହୋଲ

ନଡ୍ଡା ବିଜେପି ଅଧ୍ୟକ୍ଷ ହେବାପରେ ତାଙ୍କ ଶାଶୁ ତଥା ଜବଲପୁରର ପୂର୍ବତନ ସାଂସଦ ଜୟଶ୍ରୀ ବାନାର୍ଜୀ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଖାଲି ପାର୍ଟିକୁ ଫାଇଦା ହେବ ନାହିଁ ବଂର ଜବଲପୁର ପାଇଁ ମଧ୍ୟ ଫାଇଦା ହେବ । ଏହାସହ ସେ କହିଛନ୍ତି ଦଳ ପାଇଁ ସେ ସମସ୍ତ ଶକ୍ତି ଲଗାଇ କାମ କରିବେ । ସଂପ୍ରତି ବିଜେପି ପାଇଁ ଯେଉଁ ସବୁ ଆହ୍ବାନ ସୃଷ୍ଟି ହୋଇଛି ଓ ବା ଆଗକୁ ହେବ ସେସବୁ ନଡ୍ଡା ସଫଳତାର ସହ ସମାଧାନ କରିପାରିବେ ।

ସେ ସୂଚନା ଦେଇ କହିଛନ୍ତି ଆସନ୍ତା 24ରେ ନଡ୍ଡା ପାରିବାରିକ କାର୍ଯ୍ୟରେ ଯୋଗଦେବା ପାଇଁ ଜବଲପୁର ଆସୁଛନ୍ତି । ତାଙ୍କୁ ଯୋରଦାର ସ୍ବାଗତ କରାଯିବ । ଏହାସହ ତାଙ୍କ ସଫଳତା ପାଇଁ ପରିବାର ସମସ୍ତେ ଇଶ୍ବରଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:जेपी नड्डा के राष्ट्रीय अध्यक्ष बनने पर जबलपुर में भी खुशी का माहौल जबलपुर में है जेपी नड्डा की ससुराल जबलपुर आने पर किया जाएगा ऐतिहासिक स्वागत

Body:जबलपुर जेपी नड्डा के राष्ट्रीय अध्यक्ष बनने पर जबलपुर में भी खुशी की लहर है दरअसल यह पेनेटा जबलपुर के दामाद हैं जेपी नड्डा की पत्नी मल्लिका बनर्जी जबलपुर की रहने वाली हैं और अखिल भारतीय विद्यार्थी परिषद की नेता रही हैं परिषद के नेता रहते ही इन दोनों की दोस्ती हुई जो बाद में शादी के रूप में परिवर्तित हो गई इसलिए जैसे ही जेपी नड्डा के राष्ट्रीय अध्यक्ष बनने की सूचना जबलपुर में मिली तो पचपेड़ी में जेपी नड्डा की ससुराल में लोग खुशियां मनाने लगे

जेपी नड्डा की सास जय श्री बनर्जी जबलपुर से सांसद रही हैं उनका कहना है कि जे पी नड्डा के राष्ट्रीय अध्यक्ष बनने से भारतीय जनता पार्टी को फायदा होगा ही होगा बल्कि जबलपुर को भी उनके राष्ट्रीय अध्यक्ष बनने से फायदा होगा हालांकि इन दिनों भारत में नागरिकता संशोधन कानून जैसे कई संवेदनशील मुद्दे चल रहे हैं इसलिए नड्डा की जिम्मेदारी और ज्यादा बढ़ जाती है

Conclusion:जेपी नड्डा 24 जनवरी को जबलपुर आ रहे हैं और भारतीय जनता पार्टी के कार्यकर्ताओं का कहना है कि उनका ऐतिहासिक स्वागत किया जाएगा
byte जय श्री बनर्जी पूर्व सांसद जबलपुर जेपी नड्डा की सास बाइट दीपंकर बैनर्जी जेपी नड्डा के साले
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.