ETV Bharat / bharat

ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ବାଜଙ୍କ ପରଲୋକ - former Governor of Karnataka and former Union Law Minister, passed away

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ରାଜ୍ୟପାଳ ହଂସରାଜ ଭରଦ୍ବାଜଙ୍କ ପରଲୋକ ହୋଇଛି । ଅଧିକ ପଢନ୍ତୁ...

Hans Raj Bhardwaj, former Governor of Karnataka and former Union Law Minister, passed away today.
ପୂର୍ବତନ କେନ୍ଦ୍ରମନ୍ତ୍ରୀ ହଂସରାଜ ଭରଦ୍ବାଜଙ୍କର ପରଲୋକ
author img

By

Published : Mar 8, 2020, 9:01 PM IST

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ରାଜ୍ୟପାଳ ହଂସରାଜ ଭରଦ୍ବାଜଙ୍କ ପରଲୋକ ହୋଇଛି । 82 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ହଂସରାଜ ୟୁପିଏ ସରକାରରେ ଆଇନମନ୍ତ୍ରୀ ରହିଥିଲେ । ସେହିପରି ସେ 2009ରୁ 2014 ମଧ୍ୟରେ କର୍ଣ୍ଣାଟକର ରାଜ୍ୟପାଳ ରହିଥିଲେ । ସେ ମଧ୍ୟ 2012ରୁ 2013 ମଧ୍ୟରେ ଅତିରିକ୍ତ ଭାବରେ କେରଳର ରାଜ୍ୟପାଳ ନିଯୁକ୍ତ ହୋଇଥିଲେ । ହଂସରାଜ ବ୍ରିଟିଶ ଶାସନାଧୀନ ପଞ୍ଜାବର ରୋହତକରେ 1937 ମସିହାରେ ଜନ୍ମଗ୍ରହଣ କରିଥିଲେ ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.