ETV Bharat / bharat

ହନ୍ଦୱାଡାରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଚଳୀ

author img

By

Published : May 4, 2020, 7:25 AM IST

ହନ୍ଦୱାଡାରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଚଳୀ । ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରତିରକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ...

handwara terrorist encounter pm modi rajnath singh condoles  army jawans
ହନ୍ଦୱାଡାରେ ସହିଦଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶ୍ରଦ୍ଧାଞ୍ଚଳୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ହନ୍ଦୱାରରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଚଳୀ ଦେଲେ ପିଏମ ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ମୋଦି ଟ୍ବିଟ କରି କହିଛନ୍ତି, ସହିଦ ଯବାନ ଅମର ବୀର ସୈନିକ ଓ ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଜଳୀ । ଯବାନଙ୍କ ବୀରତା ଏବଂ ବଳିଦାନକୁ କେବେ ଭୁଲି ହେବନାହିଁ । ଅତି ସମର୍ପଣର ସହ ରାଷ୍ଟ୍ରର ସେବା କରିଛନ୍ତି । ଜନତାଙ୍କର ରକ୍ଷା କରିଛନ୍ତି । ତାଙ୍କର ପରିବାରକୁ ଭଗବାନ ଶକ୍ତି ଦିଅନ୍ତୁ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ବିଟ କରି କହିଛନ୍ତି , ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ । ଆତଙ୍କୀ ସହ ଲଢେଇ କରି ଅଦମ୍ୟ ସାହସର ପରିଚୟ ଦେଇଛନ୍ତି । ତାଙ୍କର ଏହି ବଳିଦାନ କେବେ ଭୁଲି ହେବନାହିଁ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.