ETV Bharat / bharat

ଗୁଜୁରାଟରୁ ସ୍ଥାନାନ୍ତରଣ ହେବେ 8 ଏସିଆଟିକ ସିଂହ - zoo

ପଶୁ ବିନିମୟ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସ୍ଥାନାନ୍ତରଣ ହେଉଛନ୍ତି ପଶୁ । ଗୁଜୁରାଟର ସକ୍କରବଗ ଚିଡିଆଖାନାରୁ 8ଟି ଏସିଆନ ସିଂହକୁ ସ୍ଥାନାନ୍ତରଣ କରାଯିବା ନେଇ ସୂଚନା ମିଳିଛି । ଉତ୍ତରପ୍ରଦେଶର ଚିଡିଆଖାନାକୁ ଖୁବଶୀଘ୍ର କରାଯିବ ସ୍ଥାନାନ୍ତରଣ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : May 8, 2019, 2:22 PM IST

ଅହମ୍ମଦାବାଦ: ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ 8ଟି ଏସିଆଟିକ ସିଂହକୁ ସ୍ଥାନାନ୍ତରଣ କରିବ ସକ୍କରବଗ ଚିଡିଆଖାନା( ଜୁନାଗଡ) । ଉତ୍ତରପ୍ରଦେଶର ଗୋରଖପୁର ଚିଡିଆଖାନାକୁ ଖୁବଶୀଘ୍ର ସ୍ଥାନାନ୍ତରଣ କରାଯିବା ନେଇ ସୂଚନାମିଳିଛି ।

2ଟି ସିଂହ ଓ 6ଟି ମାଈ ସିଂହକୁ ସ୍ଥାନାନ୍ତରଣ କରିବା ନେଇ ଜୁନାଗଡ ମୁଖ୍ୟ ବନ ସଂରକ୍ଷକ(ସିସିଏଫ) ଦୁଶ୍ୟୟନ୍ତ ଭାସବଡା ସୂଚନା ଦେଇଛନ୍ତି । ତେବେ ଏନେଇ କୌଣସି ତାରିଖ ଘୋଷଣା ହୋଇନଥିବାବେଳେ ଏଯାଏ ସିଂହ ଚୟନ କରାଯାଇନାହିଁ ବୋଲି ସେ କହିଛନ୍ତି ।

ଚିଡିଆଖାନାଗୁଡିକୁ ପଶୁ ବିନିମୟ କାର୍ଯ୍ୟକ୍ରମ ମାଧ୍ୟମରେ ପଶୁ ସ୍ଥାନାନ୍ତରଣ କରିବା ନେଇ ଗତ ବର୍ଷ ଡିସେମ୍ବର ମାସରେ ଭାରତୀୟ ଚିଡିଆଖାନା ବାର୍ଷିକ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା । ଏହି କାର୍ଯ୍ୟକ୍ରମଟି ମହୀଶୂରସ୍ଥିତ ସେଣ୍ଟ୍ରାଲ ଜୁ ଅର୍ଥରିଟି ଦ୍ବାରା ଅନୁଷ୍ଠିତ ହୋଇଥିଲା ।

Intro:Body:

ddh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.