ETV Bharat / bharat

ନିର୍ବାଚନ ପ୍ରଚାରର ଭିନ୍ନ ମାଧ୍ୟମ: ଶାଢୀରେ ରାହୁଲ-ପ୍ରିୟଙ୍କାଙ୍କ ଚିତ୍ର

ଲୋକମାନେ ନିଜର ପ୍ରିୟ ପ୍ରାର୍ଥୀ ଜିତାଇବା ପାଇଁ ବିଭିନ୍ନ ଉପାୟରେ ପ୍ରୟାସ ଚଳାଇଛନ୍ତି। ସୁରଟର ଏକ ବ୍ୟବସାୟୀ କଂଗ୍ରେସର ଅଧକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଫଟୋ ଶାଢୀରେ ଛପାଇ ବିକ୍ରି କରୁଛନ୍ତି।

author img

By

Published : Mar 31, 2019, 2:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ସୁରଟ: 2019 ନିର୍ବାଚନକୁ ଆଉ ମାତ୍ର କେଇଟା ଦିନ ଥିବା ବେଳେ ଲୋକମାନେ ନିଜର ପ୍ରିୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଭିନ୍ନ ଉପାୟରେ ପ୍ରୟାସ ଚଳାଇଛନ୍ତି । କିଏ ଚା’ କପରେ ନିଜ ପ୍ରାର୍ଥୀର ଫଟୋ ଛପାଇବା ବେଳେ ଆଉ କିଏ ବିନ୍ଦି, ସାର୍ଟ ଆଦିରେ ଫଟୋ ଛପାଉଛନ୍ତି । ସେହିପରି ସୁରଟର ଏକ ବ୍ୟବସାୟୀ କଂଗ୍ରେସର ଅଧକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଫଟୋ ଶାଢୀରେ ଛପାଇ ବିକ୍ରି କରୁଛନ୍ତି। ତେବେ ଏହିଭଳି ଶାଢୀ ପାଇଁତାଙ୍କୁ ମିଳିଛି 8000 ଅର୍ଡର।

ତେବେ ଏକ ପ୍ରମୁଖ ଗଣମାଧ୍ୟମ ଦ୍ବାରା ଶାଢୀବ୍ୟବସାୟୀ ଗୌରବ ଶ୍ରୀମାଲି କହିଛନ୍ତି, ସେ 12000 ଶାଢି ଅର୍ଡର ପାଇଁ ଦେଇଛନ୍ତି। ଏଥିସହ ମୋତେ ଏକ ଅନ୍ୟ ବ୍ୟବସାୟୀ ଦ୍ବାରା 8000 ଶାଢିର ଅର୍ଡର
ମିଳିଛି। ଆଉ ବାକି 4000 ଶାଢୀମୋ ଗୋଦାମରେ ଷ୍ଚକ ରହିଛି ଏବଂ ମୋତେ ଜଣା ଅଛି ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ମୋତେ ଏହି ପ୍ରକାର ଅର୍ଡର ମିଳିବ।

ଏଥିସହ ଶ୍ରୀମାଲି କହିଛନ୍ତି, ତାଙ୍କୁ ମହାରାଷ୍ଟ୍ର ଏବଂ ରାଜସ୍ଥାନ ଭଳି ରାଜ୍ୟରୁ ମଧ୍ୟ ଅର୍ଡର ଆସିଛି। ଏହାଛଡା ସେ କହିଛନ୍ତି, ପାରମ୍ପରିକ ପୋଷ୍ଟର, ବ୍ୟାନର ଏବଂ ପତାକା ଛଡା ଏହି ଶାଢୀଗୁଡିକ ନିର୍ବାଚନ ପ୍ରଚାର ନିମନ୍ତେ ଉପଯୁକ୍ତ ହେବ ।

ସୂଚନା ଅନୁଯାୟୀ, ଆସନ୍ତା ଅପ୍ରେଲ 11କୁ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଅପ୍ରେଲ 19 ଯାଏଁ ଚାଲିବ ଓ ମେ 23ରେ ଲୋକସଭା ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।

Intro:Body:

jhsdkfhskjn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.