ETV Bharat / bharat

ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି, ବିଧାୟକ ଓ ମନ୍ତ୍ରୀଙ୍କ କଟିବ 30% ଦରମା -  ବିଧାୟକ ମନ୍ତ୍ରୀଙ୍କ 30% ଦରମା କଟିବ

ଏବେ ବିଧାୟକ, ମନ୍ତ୍ରୀଙ୍କ ମୌଳିକ ଦରମାକୁ ଏକ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଲେ ସରକାର । କୋରୋନା ମହାମାରୀ ହେତୁ ଗୁଜୁରାଟ ସରକାର ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମାକୁ 30 ବର୍ଷ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

ଗୁଜୁରାଟ ସରକାରଙ୍କ ନିଷ୍ପତ୍ତି, ବିଧାୟକ ମନ୍ତ୍ରୀଙ୍କ 30% ଦରମା କଟିବ

author img

By

Published : Sep 3, 2020, 12:37 PM IST

ଗାନ୍ଧୀନଗର: ଏବେ ବିଧାୟକ, ମନ୍ତ୍ରୀଙ୍କ ମୌଳିକ ଦରମାକୁ ଏକ ବର୍ଷ ପାଇଁ ୩୦ ପ୍ରତିଶତ ହ୍ରାସ କରିବାକୁ ନିଷ୍ପତ୍ତି ନେଲେ ସରକାର । କୋରୋନା ମହାମାରୀ ହେତୁ ଗୁଜୁରାଟ ସରକାର ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମାକୁ 30 ବର୍ଷ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟସଭାର ଆଗାମୀ ଅଧିବେଶନରେ ସରକାର ଏଥିପାଇଁ ଏକ ବିଲ୍ ଆଗତ କରିବେ । ଏନେଇ ଗୃହମନ୍ତ୍ରୀ ପ୍ରଦିପସିନ ଜାଡେଜା ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ।

ଏହା ପରେ କ୍ୟାବିନେଟ୍ ଏକ ଆଦେଶ ଜାରି କରିଛି ଯେ, ଏପ୍ରିଲ୍ 2020ରୁ ମାର୍ଚ୍ଚ 2021 ପର୍ଯ୍ୟନ୍ତ କୋରୋନା ଭାଇରସ୍ ମହାମାରୀ ହେତୁ ନିର୍ବାଚିତ ପ୍ରତିନିଧୀଙ୍କୁ 30 ପ୍ରତିଶତ କମ୍ ବେତନ ପ୍ରଦାନ କରାଯିବ। ସେ କହିଛନ୍ତି ଯେ ରାଜ୍ୟ ସରକାର ନିର୍ବାଚିତ ପ୍ରତିନିଧୀଙ୍କ ଦରମା ହ୍ରାସ ଦ୍ୱାରା 6.27 କୋଟି ଟଙ୍କା ସଞ୍ଚୟ କରିବେ। ଯାହା କୋରୋନା ବିରୋଧ ଲଢେଇରେ ବ୍ୟବହୃତ ହେବ ।

ତେବେ ରାଜ୍ୟ ସରକାର ସେହି କର୍ମଚାରୀଙ୍କ ବେତନରେ 30 ପ୍ରତିଶତ ହ୍ରାସ କରିବେ, ଯେଉଁମାନେ ଅବସର ପରେ ମଧ୍ୟ ଚୁକ୍ତିନାମା ଅନୁଯାୟୀ ସରକାରୀ ସେବାରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.