ETV Bharat / bharat

ଗୁଜୁରାଟ ଇଣ୍ତଷ୍ଚ୍ରିଆଲ ଡେଭଲପମେଣ୍ଟ କର୍ପୋରେସନରେ ଭୟାବହ ଅଗ୍ନିକାଣ୍ତ

ଅହମ୍ମଦାବାଦରେ ଥିବା ଗୁଜୁରାଟ ଇଣ୍ତଷ୍ଚ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଜିଆଇଟିସି)ରେ ଭୟାବହ ଅଗ୍ନିକାଣ୍ତ । କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

author img

By

Published : Jun 24, 2020, 3:28 PM IST

Gujarat Fire breaks out at a factory in GIDC
ଗୁଜୁରାଟ ଇଣ୍ତଷ୍ଚ୍ରିଆଲ ଡେଭଲପମେଣ୍ଟ କର୍ପୋରେସନରେ (ଜିଆଇଟିସି) ଭୟାବହ ଅଗ୍ନିକାଣ୍ତ

ଗାନ୍ଧୀନଗର: ଅହମ୍ମଦାବାଦର ସାନନ୍ଦ ଅଞ୍ଚଳରେ ଥିବା ଗୁଜୁରାଟ ଇଣ୍ତଷ୍ଚ୍ରିଆଲ ଡେଭଲପମେଣ୍ଟ କର୍ପୋରେସନ (ଜିଆଇଟିସି)ରେ ଭୟାବହ ଅଗ୍ନିକାଣ୍ତ ଘଟିଛି । ପରେ ଘଟଣାସ୍ଥଳର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲିଭାଇବା ପାଇଁ 25ଟି ଦମକଳ ଗାଡି ନିୟୋଜିତ ହୋଇଥିବା ସୂଚନା ମିଳିଛି ।

ହେଲେ, ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଛି । ଏହି ଅଗ୍ନିକାଣ୍ତରେ କେହି ମୃତାହତ ହୋଇ ନଥିବା ବେଳେ କୈଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.