ETV Bharat / bharat

ବିଜେପି ନେତାଙ୍କ ହତ୍ୟା ସୁପାରୀ, ଏଟିଏସ୍ ହାତରେ ଛୋଟା ଶକିଲର ସାର୍ପ ସୁଟର

author img

By

Published : Aug 19, 2020, 4:58 PM IST

ଗୁଜୁରାଟ ଏଟିଏସ୍ ବିଜେପି ନେତାଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଛୋଟା ଶକିଲଙ୍କ ସାର୍ପ ସୁଟରକୁ ଗିରଫ କରିଛି। ଯେତେବେଳେ ଟିମ୍ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ସୈଭାଗ୍ୟବଶତଃ, ଏଥିରେ କେହି ଆହତ ହୋଇନାହାଁନ୍ତି।

ବିଜେପି ନେତାଙ୍କ ହତ୍ୟା ସୁପାରୀ, ଏଟିଏସ୍ ହାତରେ ଛୋଟା ଶକିଲର ସାର୍ପ ସୁଟର
ବିଜେପି ନେତାଙ୍କ ହତ୍ୟା ସୁପାରୀ, ଏଟିଏସ୍ ହାତରେ ଛୋଟା ଶକିଲର ସାର୍ପ ସୁଟର

ଅହମ୍ମଦାବାଦ: ଗୁଜୁରାଟ ଆତଙ୍କବାଦୀ ବିରୋଧୀ ସ୍କ୍ବାଡ ଜଣେ 'ସାର୍ପ ସୁଟର'କୁ ଗିରଫ କରିଛି। ବିଜେପି ନେତାଙ୍କୁ ହତ୍ୟା କରିବା ପାଇଁ ଗ୍ୟାଙ୍ଗଷ୍ଟର ଛୋଟା ଶକିଲ ପଠାଇଥିବା ଅଭିଯୋଗ ହୋଇଛି। ଅହମ୍ମଦାବାଦର ରିଲିଫ୍ ରୋଡରେ ଏକ ହୋଟେଲରେ ବ୍ୟକ୍ତି ଜଣକ ରହୁଛନ୍ତି। ହେଲେ ମଙ୍ଗଳବାର ବିଳମ୍ବିତ ରାତିରେ ଅପରେସନ୍ ସମୟରେ ଏଟିଏସ୍ ଦଳ ଉପରକୁ ଗୁଳି ଚଳାଇଥିଲେ।

ବିଜେପି ନେତାଙ୍କୁ ହତ୍ୟା କରିବା ପାଇଁ ଛୋଟା ଶକିଲ ଏକ ସୁଟର ପଠାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ଏଟିଏସ ଟିମ୍ ହୋଟେଲ ଉପରେ ଚଢାଉ କରିଥିଲା। ଯେତେବେଳେ ଟିମ୍ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା। ସୈଭାଗ୍ୟବଶତଃ, ଏଥିରେ କେହି ଆହତ ହୋଇନାହାଁନ୍ତି।

ଉକ୍ତ ବ୍ୟକ୍ତିଙ୍କ ନିକଟରୁ ଦୁଇଟି ପିସ୍ତଲ ଉଦ୍ଧାର କରାଯାଇଛି, ଯାହାର ପ୍ରାଥମିକ ତଦନ୍ତ ଶେଷ ହେବା ପରେ ଯାହାର ପରିଚୟ ପ୍ରକାଶ ପାଇବ ବୋଲି ଟିମ୍ କହିଛନ୍ତି। ହୋଟେଲ ମ୍ୟାନେଜରଙ୍କ କହିବାନୁସାରେ, ମୁମ୍ବାଇର ଜଣେ ବାସିନ୍ଦା ମଙ୍ଗଳବାର ସେଠାରେ ଏକ ରୁମ୍ ବୁକ୍ କରିଥିଲେ ଏବଂ ପରେ ତାଙ୍କୁ ଏଟିଏସ୍ ଟିମ୍ ଧରି ନେଇଯାଇଥିଲା।

ଏହି ସମୟରେ, ଗିର୍ ସୋମନାଥ ଜିଲ୍ଲାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ରାଜ୍ୟ ବିଜେପି ନେତା ଗୋର୍ଦ୍ଧାନ ଜାଦାଫିଆ କହିଛନ୍ତି ଯେ ତାଙ୍କୁ ହଟାଇବା ପାଇଁ ତାଙ୍କୁ ପଠାଯାଇଛି।

ରାଜ୍ୟ ବିଜେପି ମୁଖ୍ୟ ସି ଆର ପାଟିଲଙ୍କ ସହ ଚାରି ଦିନିଆ ଗସ୍ତରେ ଆସିଥିବା ଜାଦଫିଆ କହିଛନ୍ତି ଯେ ଗୁଜୁରାଟ ଗୃହମନ୍ତ୍ରୀ ପ୍ରଦୀପସିନ୍ ଜାଡେଜା ମୋତେ ଜଣାଇଛନ୍ତି ଯେ ସେ ମୋର କ୍ଷତି ପହଞ୍ଚାଇବା ପୂର୍ବରୁ ଧରାପଡିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.