ETV Bharat / bharat

ଅଙ୍ଗୁର ବଢାଇବ ରୋଗ ପ୍ରତିରୋଧକ ଶକ୍ତି

author img

By

Published : Apr 5, 2020, 5:51 PM IST

ସାଧାରଣତଃ ଯେଉଁମାନଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ ସେମାନଙ୍କୁ ଭାଇରାଲ ସଂକ୍ରମଣ ହେବାର ଅଧିକ ସମ୍ଭାବନା ଥାଏ । ଏବେ ମହାମାରୀ କୋରୋନାକୁ ନେଇ ସମସ୍ତେ ଭହବୀତ । ସେପଟେ ଇମ୍ୟୁନିଟି ପାୱାର ବଢାଇବାକୁ ନାନା ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି ଡାକ୍ତର । ଆପଣ ଜାଣନ୍ତି କି ଅଙ୍ଗୁର ଖାଇବା ଦ୍ବାରା ରୋଗ ପ୍ରତିରୋଧ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ । ଅଧିକ ପଢନ୍ତୁ...

ଅଙ୍ଗୁର ବଢାଇବ ଇମ୍ୟୁନିଟି ପାୱାର
ଅଙ୍ଗୁର ବଢାଇବ ଇମ୍ୟୁନିଟି ପାୱାର

ସାଧାରଣତଃ ଅଙ୍ଗୁର ସମସ୍ତଙ୍କର ପ୍ରିୟ ହୋଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଶରୀର ପାଇଁ କେତେ ଲାଭଦାୟକ ଅଙ୍ଗୁର । ଏହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ । ଏହାସହ ମାଇଗ୍ରେନ ଭଳି ବଡ ସମସ୍ୟ ମଧ୍ୟ ଅଙ୍ଗୁର ଖାଇବା ଦ୍ବାରା ଦୂର ହୋଇଥାଏ । ଫଳ ଭିତରେ ସବୁଠାରୁ ଛୋଟ ଦେଖାଯାଉଥିବା ଏହି ଫଳ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଆଉ ଏହି ଫଳ ଖରା ଦିନରେ ଅଧିକ ବିକ୍ରି ହୋଇଥାଏ । ଅଙ୍ଗୁର ଶରୀର ପାଇଁ କେତେ ଲାଭଦାୟକ ପଢନ୍ତୁ ଏହି ରିପୋର୍ଟ...

ସାଧାରଣତଃ ଇମ୍ୟୁନିଟି ପାୱାର ବୁଷ୍ଟ କରିବାରେ ସାହାଯ୍ୟ କରିଥାଏ ଅଙ୍ଗୁର । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ କୌଣସି ବି ସଂକ୍ରମଣ ଆପଣ୍ହକୁ ସହଜରେ ହୋଇନଥାଏ । ଅଙ୍ଗୁରରେ ଭିଟାମିନ ସି ପ୍ରଚୁର ପରିମାଣରେ ଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେବେ ଷ୍ଟ୍ରଙ୍ଗ ଇମ୍ୟୁନିଟି ସିସ୍ଟମ ପାଇଁ ଆଜିଠୁ ଆପଣଙ୍କ ଡାଏଟରେ ଅଙ୍ଗୁରକୁ ସାମିଲ କରନ୍ତୁ ।

ମାଇଗ୍ରେସନ ଦ୍ବାରା ମୁଣ୍ଡବିନ୍ଧା ଏପରି ହୋଇଥାଏ, ଯେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହା ରହିଥାଏ । କେବେ କେବେ ଏହି ମୁଣ୍ଡ ବିନ୍ଧା ଅସହ୍ୟ ହୋଇପଡେ । ଯେତେବେଳେ କି ଏହି ମୁଣ୍ଡ ବ୍ୟଥା ଅଙ୍ଗୁର ଖାଇବା ଦ୍ବାରା କମ ହୋଇଥାଏ । ଯଦି ଆପଣ ମାଇଗ୍ରେସନର ଶିକାର ହେଉଛନ୍ତି ତେବେ ତୁରନ୍ତ ଆପମଙ୍କ ଡାଏଟରେ ଅଙ୍ଗୁରକୁ ସାମିଲ କରିନିଅନ୍ତୁ ।

ଆଜିକାଲି ଦେଖାଦେଉଛି ଅନେକଙ୍କର ଆଖି ବ୍ୟଥା ହୋଇଥାଏ । ତେବେ ଆଖି ପାଇଁ ଭିଟାସିନ ଏ ଯୁକ୍ତ ଖାଦ୍ୟ ଲାଭଦାୟକ ହୋଇଥାଏ । ତେବେ ଅଙ୍ଗୁରରେ ପ୍ରଚୁର ପରିମାଣରେ ଭିଟାମିନ ଏ ଥିବାରୁ ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରିପାରିବେ । ଭାଇରାଲ ସଂକ୍ରମଣ ଦ୍ବାରା ଆପଣଙ୍କୁ ଅନେକ ରୋଗ ହୋଇଥାଏ । ଖାସ କରି ଆଜିକାଲି କୋଭିଡ -19 ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ତେବେ ଅଙ୍ଗୁରର ସେବନ ଏହି ସମୟରେ ଆପଣଙ୍କୁ ସାହାଯ୍ୟ କରିବ । ବୈଜ୍ଞାନିକଙ୍କ କହିବାନୁଯାୟୀ, ଅଙ୍ଗୁରରେ ଆଣ୍ଟିଭାଇରାଲ ଗୁଣ ଭର୍ତ୍ତି ହୋଇରହିଥାଏ । ଯାହା ଦ୍ବାରା ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ସଂକ୍ରାମକ ରୋଗରୁ ବଞ୍ଚାଇ ରଖିବା ପାଇଁ ସୁରକ୍ଷା ପ୍ରଦାନ କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.