ETV Bharat / bharat

କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର - ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

ଦେଶରେ କୋରୋନା ସଂକ୍ରମିତ ମାମଲା ଅତି ଉଦବେଗ ଜନକ ଭାବେ ବଢିଚାଲିଛି । ଅନଲକ ଖୋଲିବା ପରେ ଅନେକ କର୍ମଚାରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ର କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର

author img

By

Published : Jun 9, 2020, 5:19 PM IST

ନୂଆଦିଲ୍ଲୀ : ଦେଶରେ କୋରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢି ଚାଲିଛି । ଦିଲ୍ଲୀରେ ମଧ୍ୟ ପରିସ୍ଥିତି ବିଗିଡିବାରେ ଲାଗିଛି । ଏପରି କି ଅନେକ ସରକାରୀ କର୍ମଚାରୀ କୋରୋନା ସଂକ୍ରମିତ ହେଉଛନ୍ତି । ଏପରି ସ୍ଥିତିରେ ସରକାର ନିଜ କର୍ମଚାରୀଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି ।

ସରକାରଙ୍କ ଗାଇଡଲାଇନ ଅନୁସାରେ, କୌଣସି ପ୍ରକାର ଲକ୍ଷଣ ନଥିବା କର୍ମଚାରୀ କାର୍ଯ୍ୟାଳୟକୁ ଆସିପାରିବେ ।

ଯଦି କାହାକୁ କାଶ କିମ୍ବା ଥଣ୍ଡାଜ୍ବର ହୋଇଥିବ, ସେମାନେ ୱାକ ଫ୍ରମ ହୋମ କରିବେ ।

କଣ୍ଟେନମେଣ୍ଟ ଜୋନ ନ ହଟିବା ପର୍ଯ୍ୟନ୍ତ କର୍ମଚାରୀମାନେ ଘରେ ରହି କାମ କରିବେ।

ଗୋଟିଏ ଦିନରେ 20ରୁ ଅଧିକ କର୍ମଚାରୀ କାମ କରିବେ ନାହିଁ । ଏଥିପାଇଁ ରୋଷ୍ଟର ପ୍ରସ୍ତୁତ କରାଯିବ । ଅନ୍ୟ କର୍ମଚାରୀମାନେ ଘରେ ରହି କାମ କରିବେ ।

ଯଦି ଗୋଟିଏ କ୍ୟାବିନରେ 2 ଜଣ କର୍ମଚାରୀ କାମ କରିପାରିବେ ନାହିଁ, ସେମାନଙ୍କୁ ଦିନେ ଛଡା ଦିନେ କାମ କରିବାକୁ ପଡିବ ।

ସମସ୍ତ କର୍ମଚାରୀ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବଜାୟ ରଖିବେ । ମାସ୍କ ନ ପିନ୍ଧିଲେ କାର୍ଯ୍ୟାନୁ୍‌ଷ୍ଠାନ ନିଆଯିବ ।

ପ୍ରତି ଅଧ ଘଣ୍ଟାରେ ହାତ ଧୋଇବା ଜରୁରୀ । କରିଡରରେ ପ୍ରମୁଖ ସ୍ଥାନରେ ସାନିଟାଇଜର ଡିସପେନସର୍ ସ୍ଥାପନ କରାଯିବ ।

ସାମ୍ନାସାମ୍ନି ମିଟିଂ କରିବା ପରିବର୍ତ୍ତେ ଅନଲାଇନ ମିଟିଂ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.