ETV Bharat / bharat

ବିକଶିତ ହେବ ଜମ୍ମୁ କାଶ୍ମୀର; ପ୍ରତି ଜିଲ୍ଲାକୁ 5 କୋଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ - 370 ଧାରା

ଜମ୍ମୁ କାଶ୍ମୀର ଓ ଲଦାଖର ପ୍ରତ୍ୟେକ ଜିଲ୍ଲା ଓ ଡିଭିଜନାଲ କମିଶନରଙ୍କୁ 5କୋଟି ଟଙ୍କା ଦେବାକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 22, 2019, 10:59 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀର ଓ ଲଦାଖର ପ୍ରତ୍ୟେକ ଜିଲ୍ଲା ଓ ଡିଭିଜନାଲ କମିଶନରଙ୍କୁ 5କୋଟି ଟଙ୍କା ଦେବାକୁ ଅର୍ଥ ବିଭାଗକୁ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟଙ୍କାକୁ ପ୍ରତି ପଞ୍ଚାୟତରେ ‘ଗାଁକୁ ଫେର’ କାର୍ଯ୍ୟକ୍ରମରେ ବିନିଯୋଗ କରାଯିବ । ଅତି କମରେ ପ୍ରତି ପଞ୍ଚାୟତରେ ଗୋଟିଏ କାମ ଆରମ୍ଭ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବିଧାନର 370 ଧାରାର ଉପଧାରା ଉଚ୍ଛେଦ ପରେ ଲଦାଖ ଓ ଜମ୍ମୁ କାଶ୍ମୀରରେ ବିକାଶମୂଳକ କାର୍ଯ୍ୟକୁ ରାଜ୍ୟପାଳ ବେଶ ଗୁରୁତ୍ବ ପ୍ରଦାନ କରୁଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.