ETV Bharat / bharat

‘ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ’

ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସଂକେତ ଦେଇଛନ୍ତି ନୂତନ ଉପରାଜ୍ୟପାଳ । ଅଧିକ ପଢନ୍ତୁ...

author img

By

Published : Nov 14, 2019, 8:35 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ସଂକେତ ଦେଇଛନ୍ତି ନୂତନ ଭାବେ ନିଯୁକ୍ତି ପାଇଥିବା ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ।

ଜମ୍ମୁ କାଶ୍ମୀରର ତଲଓ୍ବାଡ଼ ଜିଲ୍ଲାରେ ଏକ ପାସିଂ ଆଉଟ ପରେଡ଼ରେ ଯୋଗ ଦେଇ ଉପରାଜ୍ୟପାଳ ଏହି ସୂଚନା ଦେଇଛନ୍ତି । ସେ କହିଥିଲେ କି, ଜମ୍ମୁ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଞ୍ଚଳ । ଏଠାରେ ବିଧାନସଭା ମଧ୍ୟ ରହିଛି । ତେବେ ଏଠାରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ ଗତ ଅଗଷ୍ଟ 5 ତାରିଖରେ ଧାରା 370 ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି ନୂତନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଠନ ହୋଇଥିଲା । ପରେ ନଭେମ୍ବର 1ରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଦୁଇ ଜଣ ଉପଜିଲ୍ଲାପାଳଙ୍କୁ ନିଯୁକ୍ତ କରିଥିଲେ କେନ୍ଦ୍ର ସରକାର । ଜମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଓ ଆରକେ ମାଥୁର ଲଦାଖର ଉପରାଜ୍ୟପାଳ ଭାବେ ନିଯୁକ୍ତ ପାଇଥିଲେ ।

Intro:Body:

national issue

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.