ETV Bharat / bharat

କୋଭିଡ୍ 19 ମୁକାବିଲା ପାଇଁ ଖୋଲିଲା ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲ

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ମଙ୍ଗଳବାର କୋରୋନା ଭାଇରସ୍ ବିଷୟରେ ସମ୍ବାଦ ଓ ତଥ୍ୟ ବାଣ୍ଟିବା ପାଇଁ ଏକ ଉତ୍ସର୍ଗୀକୃତ ଟ୍ୱିଟର ହ୍ୟାଣ୍ଡେଲ ସ୍ଥାପନ କରିଛି | ଯାହାର ନାମ #IndiaFightsCorona ଏବଂ ହ୍ୟାଣ୍ଡେଲ @CovidnewsbyMIB କରିବ | ଅଧିକ ଖବର ପଢନ୍ତୁ...

COVID-19 updates
କୋଭିଡ୍ 19 ମୁକାବିଲା ଖୋଲିଲା ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲ
author img

By

Published : Apr 1, 2020, 8:28 AM IST

ନୂଆଦିଲ୍ଲୀ: ମହାମାରୀ କୋରୋନାର ମୁକାବିଲା ନେଇ ଏବେ ଅତି ସହଜରେ ମିଳିପାରିବ ସମସ୍ତ ସୂଚନା। ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୋରୋନା ନେଇ ଏକ ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲ ଖୋଲା ଯାଇଛି। ଯାହାର ନାଁ ରହିଛି #India fights corona। ଏହି ଆକାଉଣ୍ଟକୁ ହ୍ୟାଣ୍ଡେଲ କରିବ @CovidnewsbyMIB।

ଏହା ନିଜର ପ୍ରଥମ ଟ୍ୱିଟରେ କୋରୋନା ମହାମାରୀ ସମ୍ବନ୍ଧୀୟ ସୂଚନା ପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛି। ଯେଉଁଥିରେ ଲେଖାଯାଇଛି, " ମୋର ପ୍ରିୟ ଭାରତୀୟ ନାଗରିକ, # କୋରୋନା ମହାମାରୀ ବିରୁଦ୍ଧରେ ଲଢେଇ ଚାଲିଥିବା ବେଳେ ଆମକୁ ନ ଡରି କୋରୋନାର ମୁକାବିଲା କରି ପାରିବା। ଏହି ସମୟରେ # କୋଭିଡ୍ 19 ସମ୍ବନ୍ଧୀୟ ସଠିକ୍ ସୂଚନା ଦେବା ଅତ୍ୟନ୍ତ ଜରୁରୀ |

ମିଳିଥିବା ସୂଚନା ଅନୁଯାୟୀ, ନୋଭେଲ କୋରୋନା ଭାଇରସ୍ (COVID-19ର ସମସ୍ତ ଅପଟେଡ୍ ପାଇଁ @COVIDNewsbyMIB ଅନୁସରଣ କରନ୍ତୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.