ETV Bharat / bharat

ମୋଦିଙ୍କ ମଞ୍ଚରେ ଗମ୍ଭୀରଙ୍କ ଓପନିଂ

author img

By

Published : May 9, 2019, 9:23 AM IST

କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ମୋଦିଙ୍କ ମଞ୍ଚରେ ମଧ୍ୟ ଓପନିଂ କରିଛନ୍ତି । କ୍ରିକେଟରୁ ରାଜନୀତିକୁ ଆସି କଣ ଶିଖିଛ ବୋଲି ଲୋକେ ପଚାରୁଥିବାବେଳେ ଲଢେଇ ସବୁବେଳେ ସାମ୍ନା ଲୋକ ସହ ଲଢାଯାଏ ବୋଲି ଗମ୍ଭୀର କହିଛନ୍ତି

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ମୋଦିଙ୍କ ମଞ୍ଚରେ ମଧ୍ୟ ଓପନିଂ କରିଛନ୍ତି । ଦିଲ୍ଲୀର ମହାବିଜୟ ସଂକଳ୍ପ ରାଲିରେ ପ୍ରଥମେ ଭାଷଣ ଆରମ୍ଭ କରି ଆପ ଉପରେ ବର୍ଷିଛନ୍ତି ।

କ୍ରିକେଟରୁ ରାଜନୀତିକୁ ଆସି କଣ ଶିଖିଛ ବୋଲି ଲୋକେ ପଚାରୁଥିବାବେଳେ ଲଢେଇ ସବୁବେଳେ ସାମ୍ନା ଲୋକ ସହ ଲଢାଯାଏ ବୋଲି ଗମ୍ଭୀର କହିଛନ୍ତି । ଏଥି ସହ ବିଗତ 15 ଦିନ ହେବ ଆମ ଆଦମୀ ପାର୍ଟି ଆରୋପ ଲଗାଇବା ସହ କେତେବେଳେ ନାମାଙ୍କନ ରଦ୍ଦ କରିବା ହେଉ ତ କେତେବେଳେ ଏଫଆଇଆର ଦେବା କହି ଧମକ ଦେଉଥିବା ଗମ୍ଭୀର କହିଛନ୍ତି ।

ଆପ ସବୁବେଳେ ଗୌତମଙ୍କୁ ଡିବେଟ୍ କୁ ଡରୁଥିବା କହିଆସୁଥିବାବେଳେ ଯେଉଁ ବ୍ୟକ୍ତି ପାକିସ୍ତାନଠୁ କେବେ ଡରିନାହିଁ, ସେ ଆପ ସହ ଡିବେଟ କରିବାକୁ କେମିତି ଡରିବ ବୋଲି ଗୌତମ କହିଛନ୍ତି ।

Intro:Body:

ddh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.