ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାର କରିଛି ଘାତକ କୋରୋନା ଭୂତାଣୁ । ଏହି ଭୂତାଣୁରୁ ନିଜକୁ ରକ୍ଷା କରିବାକୁ ସମସ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଇତିମଧ୍ୟରେ ଘରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ଗୁଗୁଲ୍ ।
କାଲିଫର୍ଣ୍ଣିଆର ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ 4000 କ୍ରୋମବୁକ ଏବଂ 1 ଲକ୍ଷ ୱାଇ-ଫାଇ ହଟସ୍ପଟ ଯୋଗାଇବାକୁ ଘୋଷଣା କରିଛି ଗୁଗୁଲ । ଉକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ମହାମାରୀ କୋରୋନା ପାଇଁ ଘରେ ରହି ପାଠ ପଢୁଛନ୍ତି ।
@IANS