ETV Bharat / bharat

ଗୁଗୁଲ ଡୁଡୁଲରେ LGBTQ - gay

ଏଲଜିବିଟିକ୍ୟୁ ପାଳିଲେ 50 ବର୍ଷର ପୂର୍ତ୍ତି । ନ୍ୟୁୟର୍କ ଷ୍ଟ୍ରିଟରେ କଲେ ପରେଡ । ସାମିଲ ହେଲେ ହଜାର ହଜାର କିନ୍ନର ଏବଂ ସମଲିଙ୍ଗୀ ।

ଫାଇଲ ଫଟୋ
author img

By

Published : Jun 4, 2019, 2:03 PM IST

ନୂଆଦିଲ୍ଲୀ: ଗୁଗୁଲ ହୋମପେଜରେ ସ୍ଥାନ ପାଇଛନ୍ତି କିନ୍ନର ଓ ସମଲିଙ୍ଗୀ । ସାତଟି ସ୍ଲାଇଡ ମାଧ୍ୟମରେ ଗୁଗୁଲ ନ୍ୟୁୟର୍କର ଏଲଜିବିଟିକ୍ୟୁଙ୍କର 50 ବର୍ଷର ପରେଡକୁ ଦେଖାଇଛି । ଏହା 3ଡି ଆର୍ଟ ମାଧ୍ୟମରେ ଗୁଗୁଲରେ ସ୍ଥାନ ପାଇଛି ।

ପ୍ରତିବର୍ଷ ଏହି ଦିନକୁ ପ୍ରାଇଡ ମନ୍ଥ ଭାବେ ପାଳିଥାଏ ଗୁଗୁଲ । ସମାଜରେ କିନ୍ନର, ସମଲିଙ୍ଗୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅନୁମତି ମିଳିବା ପରେ ଏହି ପରେଡ ବାହାରିଥାଏ । ପ୍ରଥମେ ନ୍ୟୁୟର୍କର ଖ୍ରୀଷ୍ଟୋଫର ଷ୍ଟ୍ରିଟରେ ଆୟୋଜନ ହୋଇଥାଏ ପରେଡ । ପରେଡରେ ସାମିଲ ହୋଇଥାନ୍ତି କିନ୍ନର ଓ ସମଲିଙ୍ଗୀ ବ୍ୟକ୍ତି ବିଶେଷ । ଦୀର୍ଘ 50 ବର୍ଷ ହେବ ନ୍ୟୁୟର୍କରେ ପାଳନ ହେଉଛି ଏହି ପରେଡ ।

କେବଳ ନ୍ୟୁୟର୍କ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ପରେଡ ହୋଇଥାଏ । କିଛି ଦେଶରେ ଏହି ବର୍ଗକୁ ଲୋକେ ସ୍ବୀକାର କରିସାରିଛନ୍ତି । ହେଲେ ଏବେ ବି ଅନେକ ଦେଶରେ ତୃତୀୟ ଲିଙ୍ଗ ଏବଂ ସମଲିଙ୍ଗୀ ଗ୍ରହଣ କରିବା ତ ଦୂରର କଥା ଏହାକୁ ଅପରାଧ ବୋଲି ମାନିଥାନ୍ତି ।

Intro:Body:

dh

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.