ETV Bharat / bharat

ଅଭିନନ୍ଦନର ଭିନ୍ନ ଅନ୍ଦାଜ: ଭର୍ଚୁଆଲ କାର୍ଡରେ ଡୁଡଲ ସହ ଗୁଗଲ ପାଳୁଛି ମଦର୍ସ ଡେ' - ଗୁଗଲ ପାଳୁଛି ମଦର୍ସ ଡେ'

ଆଜି ବିଶ୍ବ ମାତୃତ୍ବ ଦିବସ। ଏହି ଦିନଟିକୁ ସ୍ମରଣୀୟ ରଖିବାକୁ ସମସ୍ତେ ନିଜ ନିଜ ଫେସବୁକ୍, ହ୍ବାଟସାପ୍ ଓ ବିଭିନ୍ନ ସୋସିଆଲ ସାଇଟରେ ନିଜର ମା ପ୍ରତି ଥିବା ସ୍ନେହ,ଶ୍ରଦ୍ଧା ଓ ଭଲଭାଇବା ଏବଂ ଆଗେବ ବାଣ୍ଟୁଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଗୁଗଲ ,ଡୁଡଲ।

Google Doodle celebrates Mother's Day 2020
ଅଭିନନ୍ଦନର ଭିନ୍ନ ଅନ୍ଦାଜ: ଭର୍ଚୁଆଲ କାର୍ଡରେ ଡୁଡଲ ସହ ଗୁଗଲ ପାଳୁଛି ମଦର୍ସ ଡେ'
author img

By

Published : May 10, 2020, 9:43 AM IST

ନୂଆଦିଲ୍ଲୀ: ଏମିତିରେ ବି ରବିବାର ଆସେ। କିନ୍ତୁ ଏହି ଦିନଟିକୁ ଛୁଟିଦିନ ଭାବେ ଲୋକେ ମାନି ନେଇଛନ୍ତି। ହେଲେ ଏହି ରବିବାରର ରହିଛି କିଛି ଖାସ୍ ସ୍ବତନ୍ତ୍ରତା। କାରଣ ଆଜି ହେଉଛି ବିଶ୍ବ ମାତୃତ୍ବ ଦିବସ। ଆଜିର ଦିନଟି ମା' ର ନିସ୍ବାର୍ଥପର ପ୍ରେମ ଓ ଯତ୍ନ ପାଇଁ ଉତ୍ସର୍ଗୀକୃତ।

ଏହି ଦିନଟିକୁ ସ୍ମରଣୀୟ ରଖିବାକୁ ସମସ୍ତେ ନିଜ ନିଜ ଫେସବୁକ୍, ହ୍ବାଟସାପ୍ ଓ ବିଭିନ୍ନ ସୋସିଆଲ ସାଇଟରେ ନିଜର ମା ପ୍ରତି ଥିବା ସ୍ନେହ,ଶ୍ରଦ୍ଧା ଓ ଭଲଭାଇବା ଏବଂ ଆଗେବ ବାଣ୍ଟୁଥିବା ବେଳେ ଏହି ଧାରାରେ ସାମିଲ ହୋଇଛି ଗୁଗଲ ,ଡୁଡଲ।

Google Doodle celebrates Mother's Day 2020
Google Doodle celebrates Mother's Day 2020

ପୂର୍ବ ପ୍ରଚଳିତ ଅଭିନନ୍ଦନ ପତ୍ର ବା ଗ୍ରୀଟିଙ୍ଗ୍ସ ବନେଇ ଦୁନିଆର ସବୁ ମା' ଙ୍କୁ ଡିଜିଟାଲ ମାଧ୍ୟମରେ ଶୁଭେଚ୍ଛା ଜଣାଇବାକୁ ଆରମ୍ଭ କରିଛି ଭର୍ଚୁଆଲ କାର୍ଡ କାର୍ଫର୍ଟିଂ। ଯାହାଫଳରେ ଆଜିର ଏହି ଶୁଭ ଦିନରେ ଗୁଗଲ୍ ଡୁଡଲ୍ ସାହାଯ୍ୟରେ ନିଜ ହୃଦୟରେ ଥିବା ଭାବନାକୁ କାର୍ଡ ମାଧ୍ୟମରେ ପ୍ରକାଶ କରିପାରିବେ।

ତେବେ ଡୁଡଲ୍ ଉପରେ କ୍ଲିକ୍ କରିବା ପରେ ଗୁଗୁଲ୍ ଲେଟର କ୍ରାଫ୍ଟ ସେଟିଙ୍ଗ୍ ସୋ କରିବ। ଏକ କାର୍ଡ ତିଆରି ପାଇଁ ଡିଜାଇନ୍ ଅପସନ୍ ଚୟନ କରି ଆପଣ ମଧ୍ୟ ନିଜ ମା ପାଇଁ ଏକ ସୁନ୍ଦର କାର୍ଡ ବନେଇ ପାରିବେ। ଶ୍ରଦ୍ଧାରେ ବନେଇଥିବା ଏହି କାର୍ଡଟିକୁ ମା'ଙ୍କ ପାଖକୁ ଇମେଲ କିମ୍ବା ଫେସବୁକ, ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିପାରିବେ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆମେରିକାରେ ପ୍ରଥମ କରି ମାତୃ ଦିବସର ଧାରଣା ପ୍ରତିଷ୍ଠା କରିଛନ୍ତି ବୋଲି ବିଶ୍ବାସ କରାଯାଏ। 1870 ମସିହାରେ, ଜୁଲିଆ ମହିଳାମାନଙ୍କ ମଧ୍ୟରେ ଶାନ୍ତିଶୃଙ୍ଖଳା ଏବଂ ନିରସ୍ତ୍ରୀକରଣକୁ ଉତ୍ସାହିତ କରିବା ପାଇଁ ମାତୃ ଦିବସର ବାର୍ଷିକ ଉତ୍ସବକୁ ପ୍ରୋତ୍ସାହିତ କରିଥିଲେ ।

ଯଦି ଆପଣ ଦୂରରେ ଅଛନ୍ତି ଓ ଏହି ବିଶେଷ ଦିନରେ ନିଜ ମା' ଙ୍କୁ ଭିନ୍ନ ଅନ୍ଦାଜରେ ଅଭିନନ୍ଦନ ଜଣାଇବାକୁ ଚାହୁଁଛନ୍ତି ତେବେ ଏଥିରେ ସହଯୋଗ କରିବ ଗୁଗଲ, ଡୁଡଲ। ବନାନ୍ତୁ ସୁନ୍ଦର କାର୍ଡ ଓ ଭେଟି ଦିଅନ୍ତୁ ମା କୁ । ସମସ୍ତଙ୍କୁ ହାପି ମଦର୍ସ ଡେ !

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.