ETV Bharat / bharat

ବଜେଟ ପୂର୍ବରୁ ଶସ୍ତା ହେଲା ସିଲିଣ୍ଡର - LPG prices

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆସିବ କାମଚଳା ବଜେଟ । ଆଉ ଏହା ପୂର୍ବରୁ ଦେଶବାସୀଙ୍କୁ ଆଶ୍ବସ୍ତି ଦେଲେ ମୋଦି ସରକାର । ଶସ୍ତା ହେଲା ସବସିଡିଯୁକ୍ତ ସିଲିଣ୍ଡର ଦାମ । ସିଲିଣ୍ଡର ପିଛା 1.46 ଟଙ୍କା କମ କରିଛନ୍ତି ସରକାର । ସେହିପରି ଅଣସବସିଡିଯୁକ୍ତ ସିଲିଣ୍ଡର ଦାମ 30 ଟଙ୍କା କମିଛି । ଦୁଇମାସ ମଧ୍ୟରେ ତୃତୀୟ ଥର ପାଇଁ ଶସ୍ତା ହୋଇଛି ସିଲିଣ୍ଡର ଦର ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 1, 2019, 10:14 AM IST

ଗୁରୁବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆଦର । 14.2 କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ 493.53 ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଏହାର ଦର 494.99 ଟଙ୍କା ଥିଲା । ସେପଟେ ନୂଆ ଦର ଅନୁସାରେ ଅଣସବସିଡି ଯୁକ୍ତ ସିଲିଣ୍ଡର ପାଇଁ 659 ଟଙ୍କା ଦେବେ ଖାଉଟି । ଆନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ସହ ଆମେରିକା ଡଲାର ତୁଳନାରେ ଟଙ୍କାର ସ୍ଥିତିରେ ସୁଧାର ଆସିବା କାରଣରୁ ସିଲିଣ୍ଡର ଦର କମିଛି ।

Intro:Body:

ବଜେଟ ପୂର୍ବରୁ ଶସ୍ତା ହେଲା ସିଲିଣ୍ଡର

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଆସିବ କାମଚଳା ବଜେଟ । ଆଉ ଏହା ପୂର୍ବରୁ ଦେଶବାସୀଙ୍କୁ ଆଶ୍ବସ୍ତି ଦେଲେ ମୋଦି ସରକାର । ଶସ୍ତା ହେଲା ସବସିଡିଯୁକ୍ତ ସିଲିଣ୍ଡର ଦାମ । ସିଲିଣ୍ଡର ପିଛା 1.46 ଟଙ୍କା କମ କରିଛନ୍ତି ସରକାର । ସେହିପରି ଅଣସବସିଡିଯୁକ୍ତ ସିଲିଣ୍ଡର ଦାମ 30 ଟଙ୍କା କମିଛି । ଦୁଇମାସ ମଧ୍ୟରେ ତୃତୀୟ ଥର ପାଇଁ ଶସ୍ତା ହୋଇଛି ସିଲିଣ୍ଡର ଦର । 

ଗୁରୁବାର ମଧ୍ୟରାତ୍ରିରୁ ଲାଗୁ ହୋଇଛି ନୂଆଦର । 14.2 କିଲୋଗ୍ରାମ ସିଲିଣ୍ଡର ପିଛା ଖାଉଟିଙ୍କୁ 493.53 ଟଙ୍କା ଦେବାକୁ ପଡିବ । ବର୍ତ୍ତମାନ ଏହାର ଦର 494.99 ଟଙ୍କା ଥିଲା । ସେପଟେ ନୂଆ ଦର ଅନୁସାରେ ଅଣସବସିଡି ଯୁକ୍ତ ସିଲିଣ୍ଡର ପାଇଁ 659 ଟଙ୍କା ଦେବେ ଖାଉଟି । ଆନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ସହ ଆମେରିକା ଡଲାର ତୁଳନାରେ ଟଙ୍କାର ସ୍ଥିତିରେ ସୁଧାର ଆସିବା କାରଣରୁ ସିଲିଣ୍ଡର ଦର କମିଛି ।  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.