ETV Bharat / bharat

ଗୋ 'ଭୋକାଲ ଫର ଲୋକାଲ' ମନ୍ତ୍ର ଦେଲେ ମୋଦି

author img

By

Published : May 12, 2020, 9:58 PM IST

ଗୋ 'ଭୋକାଲ ଫର ଲୋକାଲ' ମନ୍ତ୍ର ଦେଲେ ମୋଦି । ସ୍ଥାନୀୟ ଲୋକଙ୍କ ଠାରୁ ଜିନିଷ କିଣିବାକୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

Go 'vocal for local'
ଗୋ 'ଭୋକାଲ ଫର ଲୋକାଲ' ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ: ସ୍ଥାନୀୟ ଜିନିଷ ବ୍ୟବହାର କରିବାକୁ ଉପଦେଶ ଦେଲେ ପିଏମ ମୋଦି । ମଙ୍ଗଳବାର ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ମୋଦି ଏପରି କିଛି କହିଛନ୍ତି । ସ୍ଥାନୀୟ ଜିନିଷ, ଏପରିକି ଖଦି ଜିନିଷ ବ୍ୟବହାର କରନ୍ତୁ । କୋରୋନା ଭାଇରସ ଆମକୁ ଲୋକାଲ ଜିନିଷର ମହତ୍ତ୍ବ ବିଷୟରେ ଜଣାଇ ଦେଇଛି ।

ଅନ୍ୟ ଦେଶର ଜିନିଷ ଯେତିକି ଆବଶ୍ୟକ ଆମ ପାଇଁ ଲୋକାଲ ଜିନିଷ ମଧ୍ୟ ସେତିକି ଦରକାରୀ ବୋଲି ମହାମାରୀ କୋରୋନା ଆମକୁ ଶିଖାଇ ଦେଇଛି । ଯଦି ଆମେ ସ୍ଥାନୀୟ ଟ୍ରେଡରଙ୍କୁ ସେତିକି ଗୁରୁତ୍ବ ଦେବା ଆରମ୍ଭ କରିବା ସେମାନେ ମଧ୍ୟ ବିଶ୍ବ ସ୍ତରରେ ପରିଚୟ ପାଇ ପାରିବେ । ସେଥିଲାଗି ପ୍ରତ୍ୟେକ ଭାରତୀୟ ଭୋକାଲ ଫର ଲୋକଲ ବା ଲୋକାଲ ଟ୍ରେଡରଙ୍କ ପାଇଁ ମୁହଁ ଖୋଲିବା ସହ ସେମାନଙ୍କ ସହାୟତା କରିବା ନେଇ କହିଛନ୍ତି ମୋଦି ।

ରାସ୍ତା କଡରେ ବସୁଥିବା ଦୋକାନୀ, ଦିନ ମଜୁରିଆ, ମାଛ ବ୍ୟବସାୟୀ ଆଦିଙ୍କ ସାଥ୍ ଦିଅନ୍ତୁ ।ଲୋକାଲ ପ୍ରଡକ୍ଟ କିଣନ୍ତୁ ବୋଲି ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଖଦି କିଣିବା ଦ୍ବାରା ଦିନ ଆସିବ ସାରା ଦେଶରେ ଏହା ପରିଚୟ ସୃଷ୍ଟି କରିବା ଆପଣଙ୍କୁ ନିଶ୍ଚୟ ଖୁସି ଲାଗିବ ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.