ETV Bharat / bharat

ପ୍ରେମ ବିବାହ ପାଇଁ ଯୁବକଙ୍କୁ ନିସ୍ତୁକ ମାଡ

author img

By

Published : Feb 23, 2020, 1:59 AM IST

ଦିଲ୍ଲୀ ଗାଜିଆବାଦର ମସୁରୀରେ ପ୍ରେମ ବିବାହକୁ ନେଇ ଜଣେ ଯୁବକଙ୍କୁ କିଛି ଲୋକ ନିସ୍ତୁକ ମାଡ ମାରିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

young  man beaten for love marriage in ghaziabad
ପ୍ରେମ ବିବାହ ପାଇଁ ଯୁବକଙ୍କୁ ନିସ୍ତୁକ ମାଡ

ନୂଆଦିଲ୍ଲୀ: ପ୍ରେମ ବିବାହ ପାଇଁ ଯୁବକଙ୍କୁ ନିସ୍ତୁକ ମାଡ । ଦିଲ୍ଲୀ ଗାଜିଆବାଦର ମସୁରୀରେ ପ୍ରେମ ବିବାହକୁ ନେଇ ଜଣେ ଯୁବକଙ୍କୁ କିଛି ଲୋକ ନିସ୍ତୁକ ମାଡ ମାରିଛନ୍ତି । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି ।

ଭିଡିଓରେ ଦେଖାଯାଉଛି ଯେ, କିଛି ଲୋକ ଯୁବକଙ୍କୁ କୁକୁର ବନ୍ଧା ବେଲ୍ଟରେ ବାନ୍ଧି ନିସ୍ତୁକ ମାଡ ମାରୁଛନ୍ତି । ଏଥିସହ ପୀଡିତ ଯୁବକଙ୍କୁ କୁକୁର ଭଳି ଭୋକିବାକୁ ମଧ୍ୟ କହୁଛନ୍ତି ।

ପ୍ରେମ ବିବାହ ପାଇଁ ଯୁବକଙ୍କୁ ନିସ୍ତୁକ ମାଡ

ସୂଚନା ଅନୁଯାୟୀ, ପୀଡିତ ଯୁବକ ଜଣଙ୍କ ଗତ କିଛିଦିନ ତଳେ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଯେଉଁଥିରେ ଯୁବତୀଙ୍କ ପରିବାର ରାଜି ନଥିଲେ । ଫଳରେ ରାଗରେ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ଅପହରଣ କରି ନିସ୍ତୁକ ମାଡ ମାରିଥିବା ଜଣାପଡିଛି । ଏପଟେ ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.