ETV Bharat / bharat

ମାଆ ଆଖି ଆଗରୁ ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ - ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଦିନ ଦ୍ବିପହର ସମୟ । ମାଆ ସହ ସିଲେଇ ଶିଖି ଫେରୁଥିବା ଝିଅକୁ ବିଚ ରାସ୍ତାରୁ ଉଠାଇ ନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ମାଆ ଆଖି ଆଗରୁ ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ
ମାଆ ଆଖି ଆଗରୁ ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ ମାଆ ଆଖି ଆଗରୁ ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ
author img

By

Published : Jun 13, 2020, 5:32 PM IST

ଚଣ୍ଡିଗଡ: ଦ୍ବିନ ଦ୍ବିପ୍ରହରରେ ରାସ୍ତା ଉପରୁ ଯୁବତୀକୁ ଉଠାଇଲେ ଦୁର୍ବୃତ୍ତ। ହରିୟାଣା ଝଜ୍ଜର ଛାୱନୀ ମୋହଲ୍ଲାରେ ଜଣେ ଯୁବତୀକୁ ରାସ୍ତା ଉପରୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାଟି ଯୁବତୀଙ୍କ ମାଆଙ୍କ ଉପସ୍ଥିତିରେ ଘଟିଥିଲା ।

ମାଆ ଆଖି ଆଗରୁ ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ସୂଚନାଯୋଗ୍ୟ, ଛାୱନୀ ମୋହଲ୍ଲରା ଜଣେ 28 ବର୍ଷୀୟ ଯୁବତୀ ମାଆଙ୍କ ସହ ସିଲେଇ ଶିଖି ଫେରୁଥିଲେ । ଏହି ସମୟରେ ହଠାତ ଏକ ଗାଡି ଆସି ଅଟକି ରହିଲା । ଯୁବତୀଙ୍କୁ ଜୋରଜବରଦୋସ୍ତି ଗାଡିର ପଛ କବାଟରେ ଭର୍ତ୍ତି କରି ଉଠାଇ ନେଇଥିଲେ । ଉକ୍ତ ଯୁବତୀଙ୍କ ମାଆ ଶତ ଚେଷ୍ଟା ମଧ୍ୟ ସେ ନିଜ ଝିଅକୁ ଦୁର୍ବୃତ୍ତଙ୍କ ନିକଟରୁ ବଞ୍ଚାଇ ପାରିନଥିଲେ । ଆଖପାଖ ଅଞ୍ଚଳର ଥିବା କେତେକ ବ୍ୟକ୍ତି ମଧ୍ୟ ଗାଡିକୁ ରୋକିବାକୁ ଚେଷ୍ଟା କରିଥିଲେ ।

ସେପଟେ, ଘଟଣା ବିଷୟରେ ପୋଲିସକୁ ଖବର ଦିଆଯାଇଥିଲା । ସେତବେଳକୁ ଦୁର୍ବୃତ୍ତ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିଲେ । ପୋଲିସ ଏନେଇ ଛାନଭିନ କରୁଥିବାବେଳେ ସମ୍ପୂର୍ଣ୍ଣ ଘଟଣା ଏକ ସିସିଟିଭି ଫୁଟେଜରେ କଏଦ ହୋଇଥିଲା । ପୋଲିସ ଏହି ଫୁଟେଜ ଆଧାରରେ ଏବେ ଯାଞ୍ଚ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.