ETV Bharat / bharat

ଫୋକସରେ ସୁରକ୍ଷା; ଯାତ୍ରୀଙ୍କ ପାଇଁ ଇନ୍ଦିରାଗାନ୍ଧୀ ଏୟାରପୋର୍ଟର ନୂଆ ନିର୍ଦ୍ଦେଶ

author img

By

Published : Aug 8, 2019, 5:47 PM IST

ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପକ୍ଷରୁ ବିମାନଯାତ୍ରୀଙ୍କ ପାଇଁ ନୂଆ ସୂଚନା । ଘରୋଇ ବିମାନ ଯାତ୍ରାର 3 ଘଣ୍ଟା ପୂର୍ବରୁ ଓ ବିଦେଶ ଯାତ୍ରାର 4 ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ଉପସ୍ଥିତ ରହିବାକୁ ଯାତ୍ରୀଙ୍କୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଦୃଷ୍ଟିକୋଣରୁ ଘରୋଇ ବିମାନରେ ଯାତ୍ରା କରିବାକୁ ଥିବା ବ୍ୟକ୍ତିମାନଙ୍କୁ ଯାତ୍ରାର 3 ଘଣ୍ଟା ପୂର୍ବରୁ ଓ ବିଦେଶ ଯାତ୍ରାର 4 ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ଉପସ୍ଥିତ ରହିବାକୁ ଏୟାରପୋର୍ଟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି ହୋଇଛି ।

ଏହି ନିର୍ଦ୍ଦେଶାନାମା 10 ଅଗଷ୍ଟରୁ 20 ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ ବୋଲି ବିମାନବନ୍ଦର ପକ୍ଷରୁ କୁହାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.