ETV Bharat / bharat

ଆଜି ମୋଦିଙ୍କୁ ଭେଟିବେ ମର୍କେଲ - ଏଞ୍ଜେଲା ମର୍କେଲଙ୍କୁ ଭେଟିବେ ମୋଦି

ଭାରତ ଗସ୍ତରେ ଥିବା ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମର୍କେଲ ସଂଧ୍ୟାରେ 7 ଲୋକକଲ୍ୟାଣ ମାର୍ଗରେ ଭାରତରେ ତାଙ୍କର ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏଞ୍ଜେଲା ମର୍କେଲ ଗୁରୁବାର ରାତିରେ ଦିଲ୍ଲୀର ପାଲମ ଏୟାରପୋର୍ଟ ପହଞ୍ଚିଥିଲେ।

ଫାଇଲ ଫଟୋ
author img

By

Published : Nov 1, 2019, 9:09 AM IST

Updated : Nov 1, 2019, 9:28 AM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା ଜର୍ମାନୀ ଚାନ୍ସେଲର ଏଞ୍ଜେଲା ମର୍କେଲ ଏବେ ରାଜଧାନୀ ଦିଲ୍ଲୀରେ ଅଛନ୍ତି। ମର୍କେଲ 31 ଅକ୍ଟୋବରରୁ 2 ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଅବସ୍ଥାନ କରିବେ। ଏହି ସମୟରେ ଭାରତ ଓ ଜର୍ମାନୀ ମଧ୍ୟରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବ।

ଏଞ୍ଜେଲା ମର୍କେଲ ଗୁରୁବାର ରାତିରେ ଦିଲ୍ଲୀର ପାଲମ ଏୟାରପୋର୍ଟ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂହ ମର୍କେଲଙ୍କୁ ସ୍ବାଗତ କରିଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଭବନ ପରିସରରେ ଜର୍ମାନୀ ଚାନ୍ସେଲରଙ୍କ ସେରିମୋନିୟାଲ ରିସେପସନ ଅନୁଷ୍ଠିତ ହୋଇଯାଇଛି। ମର୍କେଲ 9.30ରେ ରାଜଘାଟ ଯାଇ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷେ ଏଞ୍ଜେଲା ମର୍କେଲ ଶୁକ୍ରବାର ସଂଧ୍ୟାରେ 7 ଲୋକକଲ୍ୟାଣ ମାର୍ଗରେ ଭାରତରେ ତାଙ୍କର ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଭେଟିବେ। ଏଠାରେ ପିଏମ ମୋଦିଙ୍କ ସହ ତାଙ୍କର ଏକ ବୈଠକ ଆୟୋଜିତ ହୋଇଛି।

Intro:Body:

dgr

Conclusion:
Last Updated : Nov 1, 2019, 9:28 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.