ETV Bharat / bharat

ନିଜ ଆଚରଣରେ ଗାନ୍ଧୀବାଦ ରହିବା ଦରକାର: ମୋହନ ଭାଗବତ - rss chief mohan bhagat massage

ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ୍)ର ମୁଖ୍ୟ ମୋହନ ଭାଗବତ ଏକ ବାର୍ତ୍ତା ଜରିଆରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Oct 2, 2019, 12:54 PM IST

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ 150 ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତିବିଶେଷ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଏକ ବାର୍ତ୍ତା ଜରିଆରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ।

ଏନେଇ ସେ ଆରଏସଏସ ଟ୍ବିଟର ଆକାଉଣ୍ଟରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ, ଯେଉଁମାନେ ସ୍ବୟଂ ନିଜ ଆଧାରରେ ଭାରତର ପୁନଃଗଠନ ପାଇଁ ସ୍ବପ୍ନ ଦେଖୁଛନ୍ତି ତଥା ସାମାଜିକ ସମାନତା ଓ ଜାତୀୟ ସଂହତି ଉପରେ ଗୁରୁତ୍ବ ପ୍ରଦାନ କରୁଛନ୍ତି ସେମାନେ ଗାନ୍ଧୀବାଦଙ୍କୁ ଦେଖିବା, ବୁଝିବା ଓ ଆଚରଣରେ ପ୍ରୟୋଗ କରିବା ଦରକାର ।

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.