ETV Bharat / bharat

ଗଡଚିରୋଲୀ ଲ୍ୟାଣ୍ଡମାଇନ ବିସ୍ପୋରଣ ଘଟଣା, 8 ଅଭିଯୁକ୍ତ ଗିରଫ

ଗଡଚିରୋଲୀ ଲ୍ୟାଣ୍ଡମାଇନ ବିସ୍ପୋରଣରେ ସମ୍ପୃକ୍ତ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗତ ମେ 1 ତାରିଖରେ ଏହି ବିସ୍ପୋରଣ ହୋଇଥିଲା ।

ଫାଇଲ ଫଟୋ
author img

By

Published : Jul 7, 2019, 11:35 AM IST

ମହାରାଷ୍ଟ୍ର: ଗଡଚିରୋଲୀ ଲ୍ୟାଣ୍ଡମାଇନ ବିସ୍ପୋରଣ । ଏଥିରେ ସମ୍ପୃକ୍ତ 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗତ ମେ 1 ତାରିଖରେ ହୋଇଥିବା ନକ୍ସଲ ଆକ୍ରମଣରେ 15 ଜଣ ପୋଲିସ ଅଫିସର ଓ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ । ଏହାର ତଦନ୍ତ ଭାରକୁ ଏନଆଇଏ ହାତକୁ ହସ୍ତାନ୍ତର କରାଯାଇଥିଲା ।

ଖବର ଅନୁଯାୟୀ, ମେ 1 ତାରିଖରେ ଏକ ବେସରକାରୀ ଗାଡି 15 ପୋଲିସ କର୍ମଚାରୀଙ୍କୁ ନେଇ ଯାଉଥିଲା । ଏ ସମସ୍ତ ପୋଲିସ କୁଇକ ରିଆକ୍ସନ ଟିମର ଅଫିସର । ତେବେ ଡ୍ରାଇଭର ଜଣକ ଗାଡିକୁ ନେଇ ଦକ୍ଷିଣ ଗଡଚିରୋଲୀରୁ କୁରଖେଦା ଯାଉଥିଲେ ।

ପାଖାପାଖି 12.30 ବେଳେ ଏକ ଜଙ୍ଗଲ ନିକଟରେ ନକ୍ସଲମାନେ ଲ୍ୟାଣ୍ଡମାଇନ ବିସ୍ପୋରଣ କରିଥିଲେ । ଘଟଣା ପରେ କୁରଖେଦା ଜଙ୍ଗଲରେ ସର୍ଚ୍ଚ ଅପରେସନ ଓ କୁମ୍ବିଂ ଅପରେସନ ଜାରି ରହିଥିଲା ।

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.