ETV Bharat / bharat

ଜଳ ପାଲଟିଲା ଜହର, ସମସ୍ୟା ଘେରରେ 12 ଲକ୍ଷରୁ ଉର୍ଦ୍ଧ୍ବ ଲୋକ - Furnace oil in damodar river

ଝାଡଖଣ୍ଡର ଦାମୋଦର ନଦୀରେ ଫର୍ନେସ ତୈଳ ମିଶିବା ଯୋଗୁଁ ପ୍ରଦୂଷିତ ହୋଇଛି ସମ୍ପୂର୍ଣ୍ଣ ନଦୀ ପାଣି । ଖୁବଶୀଘ୍ର ସମସ୍ୟାର ସମାଧାନ ପାଇଁ ବିଭାଗ ପକ୍ଷରୁ ଜାରି ରହିଛି ପ୍ରୟାସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 16, 2019, 12:41 PM IST

Updated : Oct 16, 2019, 1:08 PM IST

ରାଞ୍ଚି: ଝାଡଖଣ୍ଡରେ ଦେଖାଦେଇଛି ଜଳ ସଙ୍କଟ । ରାଜ୍ୟରେ ଥିବା ଦାମୋଦର ନଦୀରେ ଫର୍ନେସ ତୈଳ ମିଶିବା ଯୋଗୁଁ ପାଣି ସମ୍ପୂର୍ଣ୍ଣ ଭାବେ ପ୍ରଦୂଷିତ ହୋଇଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ହଇଚଇ ମଚିଯାଇଛି । ଓ୍ବାଟର ପ୍ଲାଣ୍ଟ ଖରାପ ନହେଇଯାଉ ସେ ନେଇ ଏହାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସୂଚନାମୁତାବକ, ଏହି ବିଷାକ୍ତ ତୈଳ ବୋକାରୋ ଷ୍ଟିଲ ପ୍ଲାଣ୍ଟରୁ ଛଡାଯାଉଥିବା ଅନୁମାନ କରାଯାଉଛି । ଜାମଡୋବା ଓ୍ବାଟର ପ୍ଲାଣ୍ଟରୁ ପାଣି ସପ୍ଲାଇ ବନ୍ଦ ହେବା କାରଣରୁ ଝରିଆ, କତରାସର ଆଖପାଖ ଅଞ୍ଚଳର ପ୍ରାୟ 12 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ପାଣି ସମସ୍ୟା ଭୋଗୁଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଘଟଣାର ସୂଚନା ଦିଆଯିବା ପରେ ଓ୍ବାଟର ପ୍ଲାଣ୍ଟକୁ ବନ୍ଦ କରିଦିଆଯାଇଛି ।

ଘଟଣାର ଖବର ବିଭାଗୀୟ ଅଧିକାରୀଙ୍କୁ ଦିଆଯାଇଛି । ଏନେଇ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ।

Intro:Body:

BLANK FOR LINK 

Conclusion:
Last Updated : Oct 16, 2019, 1:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.