ETV Bharat / bharat

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯାଉ ପୂର୍ଣ୍ଣ ଦରମା: ସୁପ୍ରିମ କୋର୍ଟ

author img

By

Published : Jun 17, 2020, 12:44 PM IST

କୋରୋନା ମହାମାରୀ ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ଣ୍ଣ ଦରମା ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଜାରି କରିବା ସହ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

sc order
ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । କୋରୋନା ମହାମାରୀ ଯୁଦ୍ଧରେ ଆଗ ଧାଡିର ଯୋଦ୍ଧା ସାଜିଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ଣ୍ଣ ଦରମା ଦେବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ନିର୍ଦ୍ଦେଶ ଜାରି କରିବା ସହ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନ୍ୟାୟମୂର୍ତ୍ତୀ ଅଶୋକ ଭୁଷଣଙ୍କ ଦ୍ବାରା ଗଠିତ ଖଣ୍ଡପୀଠରେ ତିନି ଜଣ ନ୍ୟାୟଧୀଶଙ୍କ ବେଞ୍ଚ ସ୍ବାସ୍ଥ୍ୟ ସମ୍ପର୍କୀତ ଦେଖାଶୁଣା କରୁଥିବା କର୍ମୀ ଓ ସ୍ବାସ୍ଥ୍ୟକର୍ମୀଙ୍କ ରହିବା ପାଇଁ ଆବାସ ବ୍ୟବସ୍ଥା କରିବାକୁ ସବୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ସୁପ୍ରିମକୋର୍ଟ କହିଛନ୍ତି ଯେ, କୋଭିଡ ଆକ୍ରାନ୍ତ ରୋଗୀଙ୍କ ଦେଖାଶୁଣା ଏବଂ ଚିକିତ୍ସା ସହ ଜଡିତ ଥିବା ସବୁ ଡାକ୍ତର କିମ୍ବା ଏଚଡିଡବ୍ଲୁ(HCW) ମାନଙ୍କୁ ଅତି କମରେ ଏକ ସପ୍ତାହର କ୍ବାରେଣ୍ଟାଇନ ଦିଆଯିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.