ETV Bharat / bharat

ମାମଲା ଫେରାଇ ନଆଣିବାରୁ ପୀଡିତାଙ୍କ ଉପରେ ଏସିଡ୍ ମାଡ - accid attack in up news

ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତା ଥାନାରୁ ମାମଲା ଫେରାଇ ନଆଣିବାରୁ ତାଙ୍କ ଉପରେ 4 ଜଣ  ବ୍ୟକ୍ତି ଏସିଡ୍ ମାଡ କରିଥିବାର ଖବର ମିଳିଛି। ଏହି ଘଟଣା ଉନ୍ନାଓ ଘଟଣାର ଗୋଟିଏ ଦିନ ପୂର୍ବରୁ ଘଟିଥିବା ଜଣାପଡିଛି।

acid attack
ଫାଇଲ ଫଟୋ
author img

By

Published : Dec 8, 2019, 12:29 PM IST

ଲକ୍ଷ୍ନୌ: ଦିନକୁ ଦିନ ଦୁଷ୍କର୍ମ ପୀଡିତାଙ୍କ ଜୀବନ ଉପରେ ବିପଦ ବଢିବାରେ ଲାଗିଛି। କେଉଁଠି ଏସିଡ ମାଡ କରାଗଲାଣି, ଅନ୍ୟ କେଉଁଠି ଆକ୍ରମଣ କରାହେଲାଣି। ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ। ଯେଉଁଠି ଜଣେ ଦୁଷ୍କର୍ମ ପୀଡିତା ଥାନାରୁ ମାମଲା ଫେରାଇ ନଆଣିବାରୁ ତାଙ୍କ ଉପରେ 4 ଜଣ ବ୍ୟକ୍ତି ଏସିଡ୍ ମାଡ କରିଥିବାର ଖବର ଆସିଛି। ଏହି ଘଟଣା ଉନ୍ନାଓ ଘଟଣାର ଗୋଟିଏ ଦିନ ପୂର୍ବରୁ ଘଟିଥିବା ଜଣାପଡିଛି।

ମୁଜାଫରପୁର ଜିଲ୍ଲାରେ ହୋଇଥିବା ଏକ ଦୁଷ୍କର୍ମ ମାମଲାରେ ପୀଡିତାଙ୍କୁ ମାମଲା ଥାନାରୁ ଫେରାଇ ଆଣିବାକୁ କୁହାଯାଇଥିଲା। ମାତ୍ର ସେ ଏଥିରେ ରାଜି ନହେବାରୁ ଗତ ବୁଧବାର ରାତିରେ ଚାରି ଜଣ ବ୍ୟକ୍ତି ପୀଡିତାଙ୍କ ଘରେ ଜବରଦସ୍ତ ପଶି ତାଙ୍କ ଉପରକୁ ଏସିଡ୍ ମାଡ କରିଥିଲେ।

ପୋଲିସର କହିବା ଅନୁସାରେ, ପୀଡିତା ଜଣଙ୍କ ମୀରଟର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଶରୀରର 30 ଭାଗ ପୋଡି ଯାଇଥିବା ଜଣାପଡିଛି।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.