ETV Bharat / bharat

ଚାଉଳ ବୋଝେଇ ଟ୍ରକକୁ ପିଟିଲା ଅଟୋ, 4 ମୃତ

author img

By

Published : Dec 25, 2019, 5:04 PM IST

ତେଲେଙ୍ଗାନା ମେହେବୁନଗର ଜିଲ୍ଲାର ଜଡଚେରଲା ନିକଟରେ ସଡକ ଦୁର୍ଘଟଣା। ଏକ ଚାଉଳ ବୋଝେଇ ଟ୍ରକ ସହ ଅଟୋରିକ୍ସା ଧକ୍କା ହେବା ଫଳରେ 4ଜଣଙ୍କ ମୃତ୍ୟୁ ଘଟିଛି।

ଗୋଟିଏ ପରିବାରର 4 ସଦସ୍ୟ ମୃତ
ଗୋଟିଏ ପରିବାରର 4 ସଦସ୍ୟ ମୃତ

ହାଇଦ୍ରାବାଦ: ତେଲେଙ୍ଗାନାରେ ଏକ ଚାଉଳ ବୋଝେଇ ଟ୍ରକ ସହ, ଅନ୍ୟ ଏକ ଅଟୋରିକ୍ସା ଧକ୍କା ହେବା ଫଳରେ 4ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ରାଜ୍ୟର ମେହେବୁନଗର ଜିଲ୍ଲା, ଜଡଚେରଲା ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାର ଶିକାର ହୋଇଥିବା ନରେଶ ନାମକ ବ୍ୟକ୍ତି, ଅଟୋରେ ନିଜ ଘରକୁ ଯାଉଥିଲେ । ସାଙ୍ଗରେ ଥିଲେ ତାଙ୍କ ଭଉଣୀ, ଭିଣେଇ ଏବଂ ସେମାନଙ୍କର ପିଲା । ବାଟରେ ଯିବା ବେଳେ ଏକ ଚାଉଳ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ଅଟୋ । ଫଳରେ ନରେଶ ଏବଂ ତାଙ୍କ ଭଉଣୀ, ଭିଣେଇ, ଗୋଟିଏ ପିଲାର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ହାୟତୀ ନାମକ 5 ବର୍ଷର ଝିଅକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଘଟଣା ସମ୍ପର୍କରେ ଖବର ପାଇବା ପରେ ଏହାର ତଦନ୍ତ ଜାରି ରଖିଛି ।

Intro:Body:

Four people from the same family died in an accident near jadcherla

Four people from the same family died in an accident which happened near nasrullabad of Mahabubnagar district. Lorry and auto collision killed four members of same family. 

Naresh was going to their hometown along with his sister, brother in law and their children. The auto collided with a lorry carrying rice bags. Naresh, his sister, brother i law and one of their child died on spot. Hayathi, 5 years old girl was severely injured and was taken to the hospital for treatment. The police have registered a case and are investigating.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.