ETV Bharat / bharat

ଜନ୍ମ ନେଲା ଏକାଧିକ ହାତ ଥିବା ବିରଳ ଶିଶୁ - ଏକାଧିକ ହାତ ଓ ଶୁଣ୍ଢ ଥିବା ବିରଳ ଶିଶୁର ଜନ୍ମ

ରାଜସ୍ଥାନର ଟଙ୍କର ଜିଲ୍ଲାରେ ଜନ୍ମ ନେଇଛି ଏକ ବିରଳ ଶିଶୁ । ଏହି ଶିଶୁର ଗୋଟିଏ କି 2 ଟି ନୁହେଁ 4ଟି ହାତ ରହିଛି । ଅଧିକ ଖବର ପଢନ୍ତୁ...

ପ୍ରତିକାତ୍ମକ ଫଟୋ
author img

By

Published : Sep 22, 2019, 11:28 PM IST

ଜୟପୁର: ଅଦ୍ଭୁଦ ଶିଶୁ । ଯାହାକୁ ଦେଖିଲେ ଆପଣଙ୍କୁ ଡର ଲାଗିବ । କାରଣ ଏହି ଶିଶୁଟି ଗୋଟିଏ କି 2 ଟି ନୁହେଁ 4ଟି ହାତସହ ଜନ୍ମ ନେଇଛି । ଏଭଳି ଘଟଣା ରାଜସ୍ଥାନରେ ଟଙ୍କ ଜିଲ୍ଲାରେ ଦେଖିବାକୁ ମିଳିଛି । ଏହି ବିରଳ ଶିଶୁଟିର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ରାଜସ୍ଥାନର ଟଙ୍କର ଜିଲ୍ଲାର ରାଜୁଦେବୀ ନାମକ ଜଣେ ମହିଳା ଶୁକ୍ରବାର ରାତିରେ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ମେଡିକାଲେର ଭର୍ତ୍ତି କରାଯାଇଥିଲା । ଏହାପରେ ମହିଳା ଜଣକ ଗୋଟିଏ ଝିଅ ଓ ପୁଅକୁ ଜନ୍ମ ଦେଇଥିଲେ । ହେଲେ ନବଜାତ ଝିଅଟିର ଶରୀରର ସହ ଏକ ଅଣବିକଶିତ ଭ୍ରୁଣ ଲାଗି ରହିଥିଲା । ଯାହାର ଦୁଇଟି ହାତ,ଦୁଇଟି ଗୋଡ ଓ ସମସ୍ତ ଅଙ୍ଗପ୍ରତ୍ୟଙ୍ଗ ରହିଛି ।

ଡାକ୍ତରଙ୍କ କହିବା ଅନୁସାରେ, ମହିଳା ଜଣକ 2ଟି ଶିଶୁକୁ ଜନ୍ମ ଦେଇଛନ୍ତି । ସେଥିମଧ୍ୟରୁ ତୃତୀୟ ସନ୍ତାନ ଜଣକ ଅପରିପ୍ବକ ଅବସ୍ଥାରେ ରହିଛି । ଯାହା ନବଜାତ ଝିଅଟିର ଶରୀରର ସହ ସଂଯୋଗ ହୋଇ ରହିଛି । ଏଭଳି ଘଟଣା ରାଜସ୍ଥାନର ମାଲପୁରରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ଗୁରୁତର ନବଜାତ ଝିଅଟିକୁ ଜୟପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Intro:Body:

zsdgdh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.