ETV Bharat / bharat

ଟିକା ନେବା ପରେ 4 ଡାକ୍ତର କୋଭିଡ୍ ପଜିଟିଭ୍

author img

By

Published : Jan 30, 2021, 12:49 PM IST

ଟିକା ନେବା ପରେ କର୍ଣ୍ଣାଟକରେ 4 ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ । ଜଣେ ଡାକ୍ତର ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ 3 ଜଣ ହୋମ ଆଇସୋଲେସନରେ । ପ୍ରଥମ ଡୋଜ୍ ଟିକା ନେବା ପରେ ସମସ୍ତେ ପଜିଟିଭ୍ ଆସିଛନ୍ତି । ଅଧିକ ପଢନ୍ତୁ...

ଟିକା ନେବା ପରେ କର୍ଣ୍ଣାଟକର 4 ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ

ବେଙ୍ଗାଲୁରୁ: ଟିକା ନେବା ପରେ କର୍ଣ୍ଣାଟକର 4 ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜଣେ ଡାକ୍ତର ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ 3 ଜଣଙ୍କୁ ହୋମ ଆଇସୋଲେସନରେ ରଖାଯାଇଛି । ତେବେ ପ୍ରଥମ ଡୋଜ୍ ଟିକା ନେବାର 7 ଦିନ ପରେ ସମସ୍ତେ ପଜିଟିଭ୍ ଆସିଥିବା ଖବର ମିଳିଛି ।

ପଜିଟିଭ୍ ଆସିଥିବା 4 ଜଣ ଡାକ୍ତର ହେଉଛନ୍ତି କର୍ଣ୍ଣାଟକ ଚାମରାଜନଗର ଜିଲ୍ଲାର। ସମସ୍ତେ ଭ୍ୟାକ୍ସିନ ନେବା ପରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଜଣେ ଡାକ୍ତର ‘ଇଟିଭି ଭାରତ’କୁ କହିଛନ୍ତି ଯେ, 'ମହାମାରୀର ପ୍ରଥମ ଦିନରୁ ହିଁ ମୁଁ କୋଭିଡ କେୟାର ସେଣ୍ଟରରେ କାମ କରିଆସୁଛି, କିନ୍ତୁ ସେତେବେଳେ ଆମେ ନିରାପଦରେ ଥିଲୁ । ବର୍ତ୍ତମାନ ଟିକା ନେବା ପରେ ମୁଁ ଭାଇରସରେ ଆକ୍ରାନ୍ତ ହୋଇଛି । ଏଥିପାଇଁ ଟିକିଏ ଦୁଃଖ ଅନୁଭବ କରୁଛି ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.