ETV Bharat / bharat

ଉମା ଭାରତୀଙ୍କ ବିଧାୟକ ଭଣଜାଙ୍କ ଗାଡ଼ି ଧକ୍କାରେ 2 ମୃତ, ଜଣେ ଗୁରୁତର - ବିଧାୟକଙ୍କ ଗାଡି ଧକ୍କାରେ ଜଣେ ମୃତ

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧିଙ୍କ ଗାଡି ଧକ୍କାରେ 2 ଜଣଙ୍କର ଜୀବନ ଯାଇଛି । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Oct 7, 2019, 10:15 PM IST

ଲକ୍ଷ୍ନୌ: ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧିଙ୍କ ଗାଡି ଧକ୍କାରେ 2 ଜଣଙ୍କର ଜୀବନ ଯାଇଛି । ବେପରୁଆ ଢଙ୍ଗରେ ଗାଡ଼ି ଚାଳନା ଫଳରେ ତାଙ୍କ କାର ଧକ୍କାରେ ଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଧାୟକ ରାହୁଲ ଲୋଧୀଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଉମା ଭାରତୀଙ୍କ ବିଧାୟକ ଭଣଜାଙ୍କ ଗାଡ଼ି ଧକ୍କା

ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ଉତ୍ତରପ୍ରଦେଶର ଟିକମଗଡ଼ ଜିଲ୍ଲା ଅଧୀନସ୍ଥ ବଳଦେବଗଡ଼ ଅଞ୍ଚଳରେ ଉମା ଭାରତୀଙ୍କ ଭଣଜା ରାହୁଲ ଲୋଧି ଦ୍ରୁତ ଗତିରେ ଗାଡି ଚଲାଉଥିଲେ । ଏହାସହ ଦ୍ରୁତ ଗତିରେ ଆସୁଥିବା ତାଙ୍କ ଗାଡି ଦୁଇ ଜଣଙ୍କୁ ଶକ୍ତ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଦୁଇଜଣଙ୍କର ମୁତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିଲେ ।

ଏହାପରେ ବିଧାୟକ ରାହୁଲ ଲୋଧି ଗାଡି ସହ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। । ଉତ୍ୟକ୍ତ ଲୋକେ ତୁରନ୍ତ ରାହୁଲ ଲୋଧିଙ୍କ ଗିରଫଦାରୀ ଦାବି କରି ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କିଛି ସମୟ ପାଇଁ ରାସ୍ତାରେ ଯାନବାହନ ଅଟକି ରହିବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.