ETV Bharat / bharat

ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ

author img

By

Published : Nov 23, 2020, 2:09 PM IST

ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ ହୋଇଛନ୍ତି । ସୀମା ଶୁଳ୍କ ବିଭାଗକୁ ତାଙ୍କୁ ଗିରଫ କରିବା ପାଇଁ ଅନୁମତି ମିଳିଥିଲା ।

ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ
ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ

ଥିରୁଅନନ୍ତରୁରମ: ସୁନା ଚୋରାଚାଲାଣ ଅଭିଯୋଗରେ କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଗିରଫ ହୋଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ସୀମା ଶୁଳ୍କ ବିଭାଗକୁ ମିଳିଥିଲା ଅନୁମତି । ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ କଷ୍ଟମ ବିଭାଗକୁ ଏହି ଅନୁମତି ଦେଇଥିଲେ ।

କେରଳ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ଏମ ଶିବଶଙ୍କରଙ୍କୁ ଗିରଫ ପାଇଁ ଅନୁମତି ଦେଇଥିଲେ । ସୁନା ଚୋରାଚାଲାଣ ଅଭିଯୋଗରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ପଞ୍ଜୀକୃତ ହୋଇଥିବା ମାମଲାରେ ଶିବଶଙ୍କର ଆସନ୍ତା ନଭେମ୍ବର 26 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.