ETV Bharat / bharat

ସଫଳ ହେଲା ଅସ୍ତ୍ରୋପଚାର, ଭେଣ୍ଟିଲେଟର ସହାୟତାରେ ପ୍ରଣବ ମୁଖାର୍ଜୀ - ପ୍ରଣବ ମୁଖାର୍ଜୀଙ୍କ ସଫଳ ଅସ୍ତ୍ରୋପ୍ରଚାର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀର ଆର୍ମି ହସ୍ପିଟାଲରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଛି । ସୂଚନାନୁସାରେ, ରକ୍ତ ଜମାଟକୁ ବାନ୍ଧିଥିବା କାରଣରୁ ଏହି ଅସ୍ତ୍ରୋପଚାର କରାଯାଇଛି । ଏବେ ତାଙ୍କୁ ଆର୍ମି ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି ।

Former president parnab mukharjeee
ପ୍ରଣବ ମୁଖାର୍ଜୀଙ୍କ ସଫଳ ଅସ୍ତ୍ରୋପ୍ରଚାର
author img

By

Published : Aug 10, 2020, 10:35 PM IST

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀର ଆର୍ମି ହସ୍ପିଟାଲରେ ସଫଳ ମସ୍ତିଷ୍କ ଅସ୍ତ୍ରୋପଚାର ହୋଇଛି । ସୂଚନାନୁସାରେ, ରକ୍ତ ଜମାଟକୁ ବାନ୍ଧିଥିବା କାରଣରୁ ଏହି ଅସ୍ତ୍ରୋପଚାର କରାଯାଇଛି ।

ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସମୟରେ ତାଙ୍କୁ ଆର୍ମି ହସ୍ପିଟାଲରେ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି । ଅସ୍ତ୍ରୋପଚାର ପୂର୍ବରୁ ପ୍ରଣବ ମୁଖାର୍ଜୀଙ୍କ କୋରୋନା ପରୀକ୍ଷା ପଜିଟିଭ୍ ଥିଲା ।

ପ୍ରକାଶଥାଉକି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିଜେ ସୋମବାର ସୂଚନା ଦେଇ କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସୋମବାର ଅପରାହ୍ନରେ ପ୍ରଣବ ମୁଖାର୍ଜୀ ଏହି ସୂଚନା ଦେଇଛନ୍ତି । ପ୍ରଣବ ମୁଖାର୍ଜୀ ଟ୍ବିଟ୍ କରି କହିଛନ୍ତି ଯେ ସେ ଭିନ୍ନ କାରଣ ପାଇଁ ଡାକ୍ତରଖାନା ଯାଇଥିଲେ ମାତ୍ର ତାଙ୍କର କୋରୋନା ପରୀକ୍ଷା ପଜିଟିଭ୍ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.