ETV Bharat / bharat

ଷଷ୍ଠ ପର୍ଯ୍ୟାୟ ମତଦାନ: ଭୋଟ ଦେଲେ ପ୍ରଣବ ମୁଖାର୍ଜୀ - Former President of India

ଲୋକତନ୍ତ୍ରର ମହାନ ପର୍ବରେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆଦିଲ୍ଲୀର କେ କାମରାଜ ଲେନସ୍ଥିତ ଏନପି ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ପ୍ରଣବ ମୁଖାର୍ଜୀ ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : May 12, 2019, 6:39 PM IST

Updated : May 12, 2019, 6:47 PM IST

ନୂଆଦିଲ୍ଲୀ: ରବିବାର ସପ୍ତଦଶ ଲୋକସେବା ନିର୍ବାଚନର ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ଦେଶର ନାଗରିକ ତଥା ବରିଷ୍ଠ ନେତା, ମନ୍ତ୍ରୀ । ଲୋକତନ୍ତ୍ରର ମହାନ ପର୍ବରେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମତାଧିକାର ସାବ୍ୟସ୍ତ କରିଛନ୍ତି ।

ନୂଆଦିଲ୍ଲୀର କେ କାମରାଜ ଲେନସ୍ଥିତ ଏନପି ପ୍ରାଇମେରୀ ସ୍କୁଲ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ପ୍ରଣବ ମୁଖାର୍ଜୀ ।

ସୂଚନା ଯୋଗ୍ୟ ଯେ ରବିବାର ଦିଲ୍ଲୀର ସମସ୍ତ ୭ଟି ଯାକ ଆସନରେ ମତଦାନ ହେଉଛି । ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି ।

Intro:Body:Conclusion:
Last Updated : May 12, 2019, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.