ETV Bharat / bharat

ଆପରେ ମିଶିଲେ ପୂର୍ବତନ ଆଇପିଏସ ଅଧିକାରୀ - ଆପରେ ସାମିଲ ଅଜୟ କୁମାର

ପୂର୍ବତନ ଆଇପିଏସ ଅଧିକାରୀ ତଥା ଝାଡଖଣ୍ଡ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦଳ ଛାଡିବା ପରେ ଆମ ଆଦମୀ ପାର୍ଟି (ଆପ)ରେ ସାମିଲ ହୋଇଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର @AamAadmiParty
author img

By

Published : Sep 19, 2019, 2:38 PM IST

ନୂଆଦିଲ୍ଲୀ: ଝାଡଖଣ୍ଡ ରାଜ୍ୟ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ଆଇପିଏସ ଅଧିକାରୀ ଅଜୟ କୁମାର ଦଳ ଛାଡିବା ପରେ ଆମ ଆଦମୀ ପାର୍ଟି (ଆପ)ରେ ସାମିଲ ହୋଇଛନ୍ତି । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟାଙ୍କ ଉପସ୍ଥିତିରେ ସେ ଆପର ସଦସ୍ୟତା ଗ୍ରହଣ କରିଛନ୍ତି । ସେ ଗତ ମାସରେ ଝାଡଖଣ୍ଡ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

ଆପ ହିଁ ପ୍ରକୃତ ଅର୍ଥରେ ଆମ ଆଦମୀଙ୍କ ଦଳ ବୋଲି କହିଛନ୍ତି ଅଜୟ କୁମାର । ଆପରେ ସାମିଲ ହେବା ସହ ବିକାଶ ପାଇଁ କାର୍ଯ୍ୟ କରିପାରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ସେ। ଅନ୍ୟପକ୍ଷରେ ମନୀଷ ସିସୋଦିଆ ଅଜୟଙ୍କୁ ପାର୍ଟିକୁ ସ୍ବାଗତ କରିଛନ୍ତି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.