ETV Bharat / bharat

ପରଲୋକରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ 81 ବର୍ଷରେ ହୃଦଘାତରେ ପରଲୋକ ହୋଇଛି ।

author img

By

Published : Jul 20, 2019, 4:27 PM IST

Updated : Jul 20, 2019, 6:17 PM IST

ଫୋଟୋ ସୌଜନ୍ୟ: ଇଟିଭି ଭାରତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ ଘଟିଛି । 81 ବର୍ଷ ବୟସରେ ଦିଲ୍ଲୀର ଏସକର୍ଟ ହସପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଶୀଲା । କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ହୃଦଘାତରେ ଶୀଲାଙ୍କ ଦେହାନ୍ତ ହୋଇଛି ।

ଫାଇଲ ଭିଜୁଆଲ

1998ରୁ 2013 ଯାଏ ତିନି ତିନି ଥର ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ ଶୀଲା । ପୂର୍ବରୁ 2014ରେ ଶୀଲା କେରଳର ରାଜ୍ୟପାଳ ମଧ୍ୟ ରହିଥଲେ । ରାଜୀବ ଗାନ୍ଧୀ ସରକାରରେ ସେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି । ଗତ ଲୋକସଭା ନିର୍ବାଚନ ବେଳେ ଦିଲ୍ଲୀର କଂଗ୍ରେସ ଅଧ୍ୟକ୍ଷ ରହିଥିଲେ ଶୀଲା ।

କିଛି ସମୟ ପରେ ନିଜାମୁଦିନ ଇଷ୍ଟ ସ୍ଥିତ ବାସଭବନକୁ ନିଆଯିବ ଶୀଲାଙ୍କ ମର ଶରୀର ।

Intro:Body:

BLANK FOR LINK 

Conclusion:
Last Updated : Jul 20, 2019, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.