ETV Bharat / bharat

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ - ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବା ପାଇଁ ସେ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ

author img

By

Published : Sep 19, 2020, 10:00 PM IST

Updated : Sep 19, 2020, 10:38 PM IST

ରାୟପୁର: ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ କୋରୋନା ପଜିଟିଭ ଚିହ୍ନଟ । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି ।

  • मैंने कोरोना के शुरुआती लक्षण नज़र आने पर टेस्ट कराया था, जिसमें मेरी रिपोर्ट पॉजिटिव आई है। मेरा निवेदन है कि विगत दिनों जो भी लोग मेरे संपर्क में आये हैं वह आइसोलेशन में रहें एवं अपना कोविड-19 टेस्ट जरूर कराएं।

    — Dr Raman Singh (@drramansingh) September 19, 2020 " class="align-text-top noRightClick twitterSection" data=" ">

କୋରୋନାର ପ୍ରାଥମିକ ଲକ୍ଷଣ ଦେଖାଯିବା ଯୋଗୁଁ ମୁଁ ଟେଷ୍ଟ କରିଥିଲି । ବର୍ତ୍ତମାନ ମୋର ରିପୋର୍ଟ ପଜିଟିଭ ଆସିଛି । ଗତ କିଛି ଦନିରେ ମୋ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନରେ ରହିବା ସହ କୋରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି । ସୂଚନାଥାଉକି ପୂର୍ବରୁ ରମଣ ସିଂଙ୍କ ପତ୍ନୀ ବୀଣା ସିଂ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2020, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.